Latest Odisha News

BREAKING NEWS

ମାଆ କାଳୀଙ୍କୁ ମର୍ଲିନ ମୁନରୋଙ୍କ ରୂପ ସହ ଶେୟାର କରି ସମାଲୋଚିତ ହେଲା ୟୁକ୍ରେନ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଯୁଦ୍ଧରେ ଭାରତ ନିରପେକ୍ଷ ରହିଛି । ତେବେ ଏହା ସତ୍ୱେ ୟୁକ୍ରେନ ଏ ଭଳି କାଣ୍ଡ ରଚିଛି ଯାହାକୁ ନେଇ ସେମାନଙ୍କୁ ସମାଲୋଚିତ ହେବାକୁ ପଡିଛି । ୟୁକ୍ରେନ ଡ୍ରୋନ ମାଧ୍ୟମରେ କ୍ରିମିଆର ୧୦ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣ ଯୋଗୁ ଆକାଶ ଧୂଆଁମୟ…

ଶିମିଳିପାଳ ଅଭୟାରଣ୍ୟରେ ବାଘ ବାଘ ଲଢେଇରେ ବାଘର ମୃତ୍ୟୁ!

ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟର କୋର ଏରିଆରେ ଦକ୍ଷିଣ ଜୋନରେ ଏକ ବିରଳ ପ୍ରଜାତି କଳାବାଘର ରବିବାର ମୃତ୍ୟୁ ହୋଇଥିବା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ସୁଶୀଲ କୁମାର ପୋପଲି ସୋମବାର ସୂଚନା ଦେଇଛନ୍ତି। ମୃତ ବାଘଟି ରୟାଲ ବେଙ୍ଗଲ ଟାଇଗର ବା ମହାବଳ ବାଘ । ମୃତ୍ୟୁର ପ୍ରକୃତ…

ଗୋମାତାଙ୍କୁ ଛପନ ଭୋଗ ପ୍ରଦାନ କଲେ ମହିଳା

ବିହାର: ପ୍ରଭୁ ଜଗନ୍ନାଥଙ୍କୁ ଛପନ ଭୋଗ ଅର୍ପଣ କରିବା ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ବିହାରରେ ଗୋ ମାତାକୁ ଛପନ ଭୋଗ ଅର୍ପଣ କରାଯାଇଛି । ଏବେ ଭାବୁଥିବେ ଗୋ ମାତାର ଭକ୍ତ କିଏ ? କିଏ ଏହା କରୁଛି ? ବାସ୍ତବରେ, ପୂର୍ବ ଚମ୍ପାରାନର ମାରୱାଡ଼ି ଯୁବ ମଞ୍ଚର ମହିଳାମାନେ ଗୋ ମାତାକୁ ଛପନ ଭୋଗ…

ଏସିଆ କପ ବାତିଲ ହେବା ନେଇ ଭବିଷ୍ୟବାଣୀ କଲା ପାକିସ୍ତାନ ଗଣମାଧ୍ୟମ

କରାଚୀ: ଚଳିତ ବର୍ଷ ସେପ୍ଟମ୍ବରରେ ପାକିସ୍ତାନରେ ହେବାକୁ ଥିବା ଏସିଆ କପ କ୍ରିକେଟ ବାତିଲ ହୋଇପାରେ ବୋଲି ସେଠାକାର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହା ବଦଳରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୫ଟି ଦେଶକୁ ନେଇ ଏକ ଟୁର୍ଣ୍ଣାମେଂଟ ଆୟୋଜନ କରିବ । ପାକିସ୍ତାନ ବ୍ୟତୀତ ଏସିଆର ଅନ୍ୟ…

ସଲମାନଙ୍କ ସୁରକ୍ଷା ସମ୍ପର୍କୀତ ବୟାନ ନେଇ କଟାକ୍ଷ କଲେ କଙ୍ଗନା

ମୁମ୍ବାଇ: ସଲମାନ ଖାଁଙ୍କ ସୁରକ୍ଷା ସମ୍ପର୍କୀତ ବୟାନ ନେଇ ବଲିଉଡ କୁଇନ ଭାବେ ପରିଚିତ କଙ୍ଗନା ରାନାୱତ କଟାକ୍ଷ କରିଛନ୍ତି । ସେ କହିଛନ୍ତି ସଲମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟରୁ ସୁରକ୍ଷା ମିଳୁଛି । ଦେଶ ସୁରକ୍ଷିତଙ୍କ ହାତରେ ରହିଛି । ଆପଣ…

ଆସନ୍ତା ସପ୍ତାହରେ ବାତ୍ୟା ସମ୍ଭାବନା: ସୂଚନା ଦେଲେ ବରିଷ୍ଠ ପାଣିପାଗ ବିଜ୍ଞାନୀ

ଭୁବନେଶ୍ୱର:ଆସନ୍ତା ୫ ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖି ସମ୍ଭବନା ଥିବା ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।  ଏନେଇ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଅନ୍ୟପକ୍ଷେ ଅନ୍ତର୍ଜାତୀୟ ପାଣିପାଗ ବିଶେଷଜ୍ଞ ଜାସନ…

ସମ୍ବଲପୁର ହିଂସାକୁ ନେଇ ପରୋକ୍ଷରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର: ସମ୍ବଲପୁର ହିଂସା ପ୍ରସଙ୍ଗରେ ବିଜେଡି ପ୍ରେସମିଟ୍ କରି ବିଜେପି ଉପରେ ଅସନ୍ତୋଷ ଝାଡିବା ବେଲେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚେଷ୍ଟା କରିଛି ବିଜୁ ଜନତା ଦଳ। ଯଦିଓ ନା ନେଇ ନାହାନ୍ତି ହେଲେ ପରୋକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ସାଂସଦ…

କଳିଙ୍ଗାୟନ ତୌର୍ଯ୍ଯତ୍ରିକମ୍ ପକ୍ଷରୁ ‘ଆନନ୍ଦ ଉତ୍ସବ- ୨୦୨୩’ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶୀ ନୃତ୍ଯାନୁଷ୍ଠାନ କଳିଙ୍ଗାୟନ ତୌର୍ଯ୍ଯତ୍ରିକମ୍ ପକ୍ଷରୁ ପଞ୍ଚଦଶତମ ଆନନ୍ଦ ଉତ୍ସବ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଅଡିଟୋରିଅମରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଖଣ୍ଡପଡାର ପ୍ରାକ୍ତନ ବିଧାୟକ ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ ମୁଖ୍ୟ ଅତିଥି, ବିଶିଷ୍ଟ ଓଡିଶୀ…

ପ୍ରୟାଗରାଜରେ ଶାଇସ୍ତା; ଗିରଫ ପାଇଁ ପୋଲିସର ଅଭିଯାନ ଆରମ୍ଭ

ପ୍ରୟାଗରାଜ: ଉମେଶପାଲ ହତ୍ୟାକାଣ୍ଡ ଡଷଯନ୍ତ୍ରରେ ସାମିଲା ତଥା ୫୦ ହଜାର ପୁରସ୍କାର ଘୋଷଣା କରାଯାଇଥିବା ଶାଇସ୍ତା ପରବିନ ଖୁବ ଶୀଘ୍ର ଗିରଫ ହେବ  । ଶାଇସ୍ତା ପରବିନ ପ୍ରୟାଗରାଜରେ ରହିଛି । ଏପରି ତଥ୍ୟ ଲାଗିଛି ପୋଲିସ ହାତରେ । ଏହି ଖବର ମିଳିବା ପରେ ପୋଲିସ ଏକ ବଡ ଅପରେଶନ ଆରମ୍ଭ କରି…

ସମ୍ବଲପୁର ହିଂସା ପରିଦର୍ଶନ ପାଇଁ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଆସିବା ପୂର୍ବରୁ ବର୍ଷିଲା ବିଜେଡି

ଭୁବନେଶ୍ୱର: ଆସନ୍ତାକାଲି ସମ୍ବଲପୁର ଯାଇ ହିଂସା କିପରି ହେଲା ତାର ଏକ ଅନୁଧ୍ୟାନ କରିବ ବିଜେପି ସଭାପତି ଜେପି ନଡ୍ଡାଙ୍କ ଦ୍ୱାରା ଗଠିତ କେନ୍ଦ୍ରୀୟ ଟିମ୍। ଏହାପୂର୍ବରୁ ବିଜେପିକୁ ଟାର୍ଗେଟ କରି ବର୍ଷିଛନ୍ତି ରାଜ୍ୟ ବିଜେଡିର ବରିଷ୍ଠ ନେତା ତଥା ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ।…