ଚିକିତ୍ସା ପାଇଁ ବାପାକୁ ଟ୍ରଲିରେ ଧରି ୩୫ କିମି ବୋହିଲା ଝିଅ
ଭଦ୍ରକ: ଚିକିତ୍ସା ପାଇଁ ବାପାକୁ ଟ୍ରଲିରେ ଧରି ୩୫ କିମି ଆଣିଲା ୧୪ ବର୍ଷ ବୟସର ନାବାଳିକା ଝିଅ। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଧୁଷୁରୀ ବ୍ଲକ ନଦୀଗାଁରେ। ସୂଚନା ଅନୁସାରେ ୨୨ ତାରିଖ ଦିନ ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିଲେ ବାପା। ବାପାଙ୍କ ଚିକିତ୍ସା ପାଇଁ
୧୪…