ଉତ୍ତରକାଶୀ ଟନେଲ ରେସକ୍ୟୁ: ଶେଷ ପର୍ଯ୍ୟାୟରେ ଅଟକିଲା ମେସିନ, ହାତରେ ଖୋଳିବା ପାଇଁ ଯୋଜନା
ଉତ୍ତରକାଶୀ:ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ଆଶା ଦିନକୁ ଦିନ ଘୁଞ୍ଚିବାରେ ଲାଗିଛି । ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଯୋଗୁ ଅପରେଶନ ଅନ୍ତିମ ରୂପ ନେଇ ପାରୁନି । ଆଶା କରାଯାଉଥିଲା ଶୁକ୍ରବାର ସୁଦ୍ଧା ଶ୍ରମିକଙ୍କୁ ବାହାରକୁ ଅଣା ଯାଇପାରିବ । ହେଲେ ପୁଣି…