Latest Odisha News

BREAKING NEWS

ମହାନଦୀକୁ ନେଇ ମୁହାଁମୁହିଁ ହେଲେ ବିଜେଡି-ବିଜେପି, ପୁଣି ତେଜିଲା ମାଟି ଓ ପାର୍ଟି ନାରା

ଭୁବନେଶ୍ୱର: ମହାନଦୀକୁ ନେଇ ପୁଣି ଥରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣକୁ ନେଇ ଶାସକ ବିଜେଡି ଉଭୟ ବିଜେପି ଓ କଂଗ୍ରେସକୁ ସମାଲୋଚନା କରିଛି । ବିଜେଡି କହିଛି, ମହାନଦୀ ଓଡ଼ିଶାର ଜୀବନ ରେଖା । ଛତିଶଗଡ଼ର ବେଆଇନ୍ କାର୍ଯ୍ୟ…

ଆସନ୍ତା ମାସରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର: ଆସନ୍ତା ମାସରେ ପଡିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ଏହି ଚନ୍ଦ୍ର ଗ୍ରହଣ ବୈଶାଖ ପୂର୍ଣିମାରେ ବା ବୁଦ୍ଧ ପୂର୍ଣିମାରେ ପଡିବ । ଅର୍ଥାତ ଚନ୍ଦ୍ର ଗ୍ରହଣ ମେ ୫ ତାରିଖରେ ପଡିବା । ଏହି ଗ୍ରହଣ ତୁଳା ରାଶି ଏବଂ ସ୍ୱାତୀ ନକ୍ଷତ୍ରରେ ଲାଗିବ । ବୈଜ୍ଞାନିକ ଦୃଷ୍ଟି ରେ ଏହା ଉପାଛାୟା…

ଆଉ ୫ ଦିନ ଘଡ଼ଘଡ଼ି ବର୍ଷା, ୩୦ରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପ୍ରଭାବ ଆଉ ୫ ଦିନ ଲାଗି ରହିବ । ୨ ତାରିଖ ଯାଏ ଘଡ଼ଘଡ଼ି ବର୍ଷା ହେବାକୁ ଥିବା ବେଳେ ୩୦ ତାରିଖରେ ପ୍ରବଳ ବର୍ଷା ନେଇ କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ…

କବିତା : ଉତ୍କଳ ଗୌରବ ମଧୁସୂଦନ ଦାସ

ସୁବାସ ଚନ୍ଦ୍ର ତାରିଣୀ ହେ ମହାମନୀଷୀ ହେ ମଧୁସୂଦନ ନିର୍ମାତା ନବଉତ୍କଳର , ପ୍ରିୟଭାଜନହେ ଓଡିଆ ନିକଟେ ହେ ଜାତୀୟଜୀବନର । ମହାତ୍ମା ଗାନ୍ଧିଙ୍କୁ ଜନତା କହନ୍ତି ଭାରତର ରାଷ୍ଟ୍ର ପିତା, ତଥା ସେହିପରି ମଧୁସୂଦନଙ୍କୁ ଜାତୀୟ ଜନ ନିର୍ମାତା। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନେ…

ଭାରତ ଉପରେ ଚୀନର ଶୁଖିଲା ରୋଷ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଗତ ବର୍ଷ ଡ଼ିସେମ୍ବରରେ ହୋଇ ଥିବା ଜି ୨୦ ର ଅଧ୍ୟକ୍ଷତା ଭାର ଭାରତ ଉପରେ ନ୍ୟସ୍ତ ଥିଲା । ଏବର୍ଷ ସେପ୍ଟେମ୍ବରରେ ଜି -୨୦ ଶିଖର ସମ୍ମିଳନୀ ମଧ୍ୟ ଭାରତରେ ଅଛି । ଆସନ୍ତା ମେ ମାସ ଶେଷରେ, ଚାଇନା ଉଦ୍ୟମରେ ଗୋଆରେ ୮ଟି ଦେଶକୁ ନେଇ ଏକ ଛୋଟ ଆଞ୍ଚଳିକ…

ସମ୍ବଲପୁର ହିଂସାର ତଦନ୍ତ ପାଇଁ ବିଜେପି ଅଧ୍ୟକ୍ଷ ନଡ୍ଡା ଗଠନ କଲେ ୪ ଜଣିଆ ଟିମ୍

ଭୁବନେଶ୍ୱର: ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ ସମ୍ବଲପୁରରେ ହିଂସାର ତଦନ୍ତ କରିବ ବିଜେପିର ୪ ଜଣିଆ ଟିମ୍ । ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସମ୍ବଲପୁର ହିଂସାକୁ ନେଇ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ପାଇଁ ୪ ଜଣିଆ ଟିମ୍ ଗଠନ କରିଛନ୍ତି । ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି…

ଖଡଗେଙ୍କୁ ପାଲଟା ଜବାବ ଦେଇ ସୋନିଆ ଗାନ୍ଧୀଙ୍କୁ ବିଷ କନ୍ୟା କହିଲେ ବିଜେପି ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ରାଲିରେ ନେତାମାନଙ୍କର ବିଷୋଦ୍‌ଗାର ଜାରି ରହିଛି। ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ବିଷାକ୍ତ ସାପ କହିଥିବା ବେଳେ ଆଜି ବିଜେପି ବିଧାୟକ ଯତନାଲ୍ ସୋନିଆ ଗାନ୍ଧୀଙ୍କୁ ବିଷ କନ୍ୟା କହିଛନ୍ତି। ଯାହାକୁ ନେଇ ପୁଣି ନୂଆ…

ରାଜ୍ୟର ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କୁ ରାଜ୍ୟ ପରିବହନ ମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ଓଡ଼ିଶାର ୩ଟି ରୁଟରେ ଚାଲୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ । ଏନେଇ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି । ପୂର୍ବଭାରତର ପ୍ରଗତିଶୀଳ ରାଜ୍ୟ ହେଉଛି ଓଡ଼ିଶା । ବିଗତ ୨ ଦଶନ୍ଧି ଧରି ଓଡ଼ିଶାର…

ବଲିଉଡ ଅଭିନେତ୍ରୀ ଜିୟା ଖାନ ମୃତ୍ୟୁ ମାମଲାର ଶୁଣାଣି: ସୂରଜଙ୍କୁ ମିିଳିଲା ଆଶ୍ୱସ୍ତି

ମୁମ୍ବାଇ: ଆତ୍ମହତ୍ୟାର ୧୦ ବର୍ଷ ପରେ ହେଲା ବଲିଉଡ ଏକ୍ଟ୍ରିସ ଜିୟା ଖାନ ମାମଲାର ରାୟ ଶୁଣାଣି । ଏହି ମାମଲାରେ ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ କୋର୍ଟ ସୁରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ  କରିଛନ୍ତ । କୋର୍ଟଙ୍କ ରାୟ ପରେ ଜିୟା ଖାନଙ୍କ ମା’ଙ୍କୁ ଲାଗିଛି ଝଟକା । ୨୦୧୩ ଜୁନ ୩ ତାରିଖରେ…

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଇଥିବା ୬୦ ବର୍ଷୀୟ ବୟସ୍କ ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଇଥିବା ୬୦ ବର୍ଷୀୟ ବୟଷ୍କଙ୍କୁ ଗୁରୁବାର ଗିରଫ କରିଛି ମଧ୍ୟପ୍ରଦେଶ ପୁଲିସ। ରାଜ୍ୟରେ ଭାରତ ଯୋଡ଼ ଯାତ୍ରା ପ୍ରବେଶ କରିବା ପୂର୍ବରୁ ଦୟା ସିଂହ ନାମକ ବୟସ୍କ ବ୍ୟକ୍ତି ରାହୁଲଙ୍କ ଉପରେ ବୋମାମାଡ଼ କରିବେ ବୋଲି ଧମକ…