ଆସନ୍ତା ୧୨ ଯାଏଁ ବଢ଼ିଲା ବ୍ରହ୍ମବରଦାରେ କଣ୍ଟେନମେଣ୍ଟ ଅବଧି
ଯାଜପୁର: ଆସନ୍ତା ୧୨ ତାରିଖ ରାତି ୮ ଯାଏଁ ବଢ଼ିଲା ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଚଂଳର କଣ୍ଟେନମେଣ୍ଟ ଅବଧି । ଯାଜପୁର ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ ।
ତେବେ ଆଜି ରାତି ଆଠଟାରେ ଏହି ଅବଧି…