ଦାନ ମାଝୀ ଘଟଣାର ପୁନରାବୃତ୍ତି; କାନ୍ଧରେ ୮ କି.ମି ଶବ ବୋହିଲେ ପରିବାର
ନବରଙ୍ଗପୁର: ଆଜି ସମଗ୍ର ଦେଶରେ ଦଶହରାର ମାହୋଲ ଦେଖାଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ନବରଙ୍ଗପୁର ଶରଧାପୁର ଗ୍ରାମରେ ଦାନ ମାଝୀ ଘଟଣାର ପୁନରାବୃତ୍ତି। ଶବ ଦାହ ଗାଡ଼ି ନମିଳିବାରୁ କାନ୍ଧରେ ୮ କି.ମି ଶବ ବୋହିଲେ ପରିବାର ଲୋକ।
ସୂଚନା ଅନୁସାରେ…