Latest Odisha News

BREAKING NEWS

ତେଜାବ ରିମେକରେ ରଣବୀରଙ୍କ ସ୍ଥାନରେ କାର୍ତ୍ତିକ

ମୁମ୍ବାଇ: ୯୦ ଦଶକର ସୁପରହିଟ ଫିଲ୍ମ ତେଜାବର ରିମେକ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କବୀର ସିଂର ନିର୍ମାତା ମୁରାଦ ଖେତାନୀ ପ୍ରଥମେ କାର୍ତ୍ତିକ ଆର୍ଯ୍ୟନ ଓ ଶ୍ରଦ୍ଧା କାପୁରଙ୍କୁ ନେଇ ଏହା କରିବାକୁ ଚାହୁଁଥିଲେ । ମାତ୍ର ପରେ ଅନୀଲ କାପୁରଙ୍କ ଭୂମିକା ପାଇଁ ରଣବୀର ସିଂ ଓ…

ମନୋଜ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ସଭା

ଭୁୁବନେଶ୍ୱର : ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମନୋଜ ଦାସ ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି । ସଂସଦର ସଭାପତି କଥାକାର ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିସଭାକୁ ପୂର୍ବତନ…

ଡାକୋଟା ବିମାନ ଦେଖି ଭାବବିହ୍ୱଳ ହେଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର: ଡାକୋଟା ବିମାନ ଦେଖିଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ଏଚ କ୍ରିଷ୍ଣମୂର୍ତ୍ତି । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଥିବା ବିଜୁ ବାବୁଙ୍କ ଡାକୋଟା ଦେଖି ଅତୀତର ସ୍ମୃତି ରୋମନ୍ଥନ କଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ।  କ୍ରିଷ୍ଣମୂର୍ତ୍ତିଙ୍କ ସହ ଥିଲେ ବିଜ୍ଞାନ ଓ…

ଏସିଆ ବକ୍ସିଂ ଚାମ୍ପିୟନସିପ୍‌ ଗୋଲ୍ଡ ମେଡାଲିଷ୍ଟ ବକ୍ସର କୌର ସିଂହଙ୍କର ପରଲୋକ

ନୂଆଦିଲ୍ଲୀ: ଏସିଆ ବକ୍ସିଂ ଚାମ୍ପିୟନସିପ୍‌ ଗୋଲ୍ଡ ମେଡାଲିଷ୍ଟ ବକ୍ସର କୌର ସିଂହଙ୍କର ପରଲୋକ। ଗତକାଲି କୁରୁକ୍ଷେତ୍ର ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଲେ ୭୪ ବର୍ଷୀୟ କିମ୍ବଦନ୍ତୀ ମୁଷ୍ଟି ଯୋଦ୍ଧା ପଦ୍ମଶୀ କୌର ସିଂହ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତାଙ୍କ ବିୟୋଗ…

ହାୱଡାରୁ ପୁରୀ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରାଏଲ ଟ୍ରେନ

ଭୁବନେଶ୍ୱର: ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ  । ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଆଜି ସକାଳ ୬.୧୦ରେ ହାୱଡାରୁ ବାହାରିଥିଲା ।  ପୁରୀରେ ପହଞ୍ଚିବାକୁ ପ୍ରାୟ ୬ ଘଣ୍ଟା ଲାଗିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ମଧ୍ୟାହ୍ନ ପ୍ରାୟ ୧୨.୩୫ ବେଳକୁ…

ସାଂଘାଇ ସହଯୋଗ ସଂଗଠନ ବୈଠକ ପୂର୍ବରୁ ଚୀନ୍‌କୁ ରୋକ୍‌ ଠୋକ୍ ଶୁଣାଇଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ସାଂଘାଇ କୋପରେସନ ଅର୍ଗାନାଇଜେସନ୍‌ ବୈଠକ(ଏସ୍‌ସିଓ) ଆରମ୍ଭ ହୋଇଯାଇଛି। ଏଥର ଭାରତ ଏସ୍‌ସିଓ ବୈଠକର ନେତୃତ୍ୱ ନେଉଛି। ବୈଠକରେ ଭାରତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଚୀନ, କଜାଖସ୍ତାନ, କିର୍ଗିଜ୍‌ସ୍ତାନ, ଋଷିଆ, ତାଜିକିସ୍ତାନ ଓ ଉଜବେକିସ୍ତାନର…

ବରିଷ୍ଠ ଜେଡିୟୁ ନେତାଙ୍କୁ ଗୁଳି କରି ହତ୍ୟା

ପାଟନା: ବରିଷ୍ଠ ଜେଡିୟୁ ନେତା କୈଳାଶ ମହତୋଙ୍କୁ ଗୁଳି କରି ହତ୍ୟା। ଗୁରୁବାର ବିଳମ୍ବିତ ରାତିରେ କଟିହାର ପୁଲିସ ଷ୍ଟେସନ୍ ଏରିଆରେ ଜଣେ ଦୁର୍ବୃତ୍ତ ବାଇକ୍‌ରେ ଆସି ମହତୋଙ୍କୁ ଗୁଳି କରି ଫେରାର୍ ହୋଇଯାଇଛି।  ୭୦ ବର୍ଷୀୟ ମହତୋଙ୍କ ପେଟରେ ଓ ମୁଣ୍ଡରେ ଏକାଧିକ ଗୁଳି କରାଯାଇଛି। ମିଳିଥିବା…

ପତ୍ନୀଙ୍କ ସହ ଜଗାଦର୍ଶନ କରି ଭାବବିହ୍ୱଳ ହେଲେ ଖ୍ୟାତନାମା ସେଫ ସଞ୍ଜୀବ କପୁର

ପୁରୀ: ଶ୍ରୀକ୍ଷେତ୍ରରେ ଭାରତର ଏକ ନମ୍ବର ସେଫ ସଞ୍ଜୀବ କପୁର । ଶ୍ରୀମନ୍ଦିର ଯାଇ ଜଗାଦର୍ଶନ କରିଛନ୍ତି ସଞ୍ଜୀବ । ଜଗାଦର୍ଶନ କରି ଭାଵବିହ୍ଵଳ ହୋଇଛନ୍ତି । ଏପରି ଦିବ୍ୟ ଦର୍ଶନ ଭାଗ୍ୟରେ ଥିଲେ ମିଳେ ବୋଲି କହିଛନ୍ତି ସଞ୍ଜୀବ କପୁର ।   ଯିଏ ଯେଉଁ କାମ କରୁ ବା ଯେଉଁଠାକୁ ଯାଉ,ହେଲେ…

ଜିମ୍‌ ସେଣ୍ଟର ଉଦ୍‌ଘାଟନ କରିଥାନ୍ତେ ମୁଖ୍ୟମନ୍ତ୍ରୀ, ତା ପୂର୍ବରୁ ସବୁ ଜାଳିଦେଲେ ଆନ୍ଦୋଳନକାରୀ

ଇମ୍ଫାଲ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କାର୍ଯ୍ୟକ୍ରମ ମଞ୍ଚ ଜାଳିଦେଲେ ଆନ୍ଦୋଳନକାରୀ। ଉଧ୍‌ଘାଟନ ପୂର୍ବରୁ ଜିମ୍‌ସେଣ୍ଟର-ତଥା କ୍ରୀଡ଼ା ସୁବିଧା ଥିବା ସେଣ୍ଟରେ ନିଆଁ ଲଗାଇ ଦେଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚୁ ପହଞ୍ଚୁ ନୂଆ ଜିମ୍ ସେଣ୍ଟରେ ଅଧା ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଶୁକ୍ରବାର…

ଆଗାମୀ ୪ ଦିନ ଯାଏଁ କାଳବୈଶାଖୀ, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ଆସନ୍ତା ୪ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ବର୍ଷା । କାଳବୈଶାଖୀ ପ୍ରଭାବରେ ଆଜି ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ହୋଇପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିକେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ଏହି ସୂଚନା ଦେଇଛନ୍ତି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ୬…