Latest Odisha News

BREAKING NEWS

ଅରବିନ୍ଦ କେଜ୍ରିୱାଲଙ୍କ ଘର ରିନୋଭେସନ ପାଇଁ ଖର୍ଚ୍ଚ ୪୦ କୋଟି: ଆଟାକିଂ ମୁଡରେ ବିଜେପି-ଆପ୍

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମେୟର ନିର୍ବାଚନରେ ଆପ ବାଜିମାତ ମାରିଛି । ବିଜେପି ନିର୍ବାଚନରୁ ଓହରି ଯିବାପରେ ଆପ ପ୍ରାର୍ଥୀ ଡା.ଶେଲି ଓବରୟ ପିନ୍ଧିଛନ୍ତି ମେୟର ମୁକୁଟ । ଏପଟେ ଆପ ବିଜୟ ଖୁସି ମନାଉଥିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବର୍ଷିଛି ବିଜେପି । ମୁଖ୍ୟମନ୍ତ୍ରୀ…

ବନ୍ଧୁକ ମୁନରେ ବ୍ୟାଙ୍କ ପୋଛିନେଲେ ଡକାୟତ

ବାଲେଶ୍ୱର: ବ୍ୟାଙ୍କ ଲୁଟି ନେଲେ ଲୁଟେରା ।  ବନ୍ଧୁକ ମୁନରେ ପୋଛି ନେଇଗଲେ ବ୍ୟାଙ୍କର ଟଙ୍କାସୁନା । ଏମିତି ବଡ ଧରଣର ବ୍ୟାଙ୍କ ଲୁଟ ଆଜି ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ସ୍ଥିତ ୟୁନିୟନ ବ୍ୟାଙ୍କରେ ହୋଇଛି  । ଲୁଟେରାମାନେ ଟଙ୍କା ସୁନା ଲୁଟି ପଶ୍ଚିମବଙ୍ଗ ପଳାଇଥିବା ସୂଚନା ମିଳିଛି ।…

ବିଶ୍ୱ ତାପନ ପ୍ରଭାବ, ୭୫ ପ୍ରତିଶତ ଶୁଖି ଗଲାଣି ଏହି ବଡ଼ ନଦୀ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ପ୍ରଭାବ ଦେଖିବାକୁ ମିଳିଛି ଇଟାଲୀରେ । ଇଟାଲୀର ସବୁଠୁ ବଡ଼ ନଦୀ କୁହା ଯାଉଥିବା ‘ପୋ’ ନଦୀର ୭୫ ପ୍ରତିଶତ ଶୁଖି ଯାଇଛି । ଗତବର୍ଷ ଠାରୁ ନଦୀରୁ ପାଣି ଶୁଖିବା ଆରମ୍ଭ ହୋଇଥିବା ବେଳେ ଏବେ ୭୫ ପ୍ରତିଶତ ସ୍ଥାନରେ ପାଣି ନାହିଁ । ବୋଲଜାନୋ…

କିଏ ଏହି ମନୋଜ ମୋଦି ? ୧୫୦୦ କୋଟିର ଘର କାହିଁକି ଉପହାରରେ ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ:ଏସିଆର ଧନୀ ବ୍ୟକ୍ତି ଏବଂ ଦେଶର ସବୁଠାରୁ ବଡ କମ୍ପାନୀ ରିଲାଏନ୍ସର ମାଲକ ମୁକେଶ ଅମ୍ବାନୀ । ରିଲାଏନ୍ସ ର ବ୍ୟବସାୟ ଆକାଶ ଛୁଇଁଛି । ଦେଶରୁ ବିଦେଶ ସବୁଆଡେ ବ୍ୟାପିଛି କାରବାର । ହେଲେ ରିଲାଏନ୍ସର ଗୋଟିଏ ପରେ ଗୋଟିଏ ଡିଲ୍ ବଢିବା ପଛରେ କାମ କରୁଥାଏ ଗୋଟିଏ ମୁଣ୍ଡ । ସେ…

‘ଦୋଛକିରେ ଆଦିବାସୀ ଭାଷା’ ଶୀର୍ଷକରେ ଆୟୋଜିତ ହେଲା କର୍ମଶାଳା

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ଏବଂ ସ୍କୁଲ ଅଫ୍ ଆଦିବାସୀ ଅଧ୍ୟୟନ ଏବଂ ସ୍ୱଦେଶୀ ଅନୁସନ୍ଧାନର ମିଳିତ ଆନୁକୂଲ୍ୟରେ ଆଦିବାସୀ ଭାଷାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପ୍ରଚେଷ୍ଟାରେ 'ଦୋଛକିରେ ଆଦିବାସୀ ଭାଷା: ଭବିଷ୍ୟତ ପାଇଁ ବିକଳ୍ପ' ଶୀର୍ଷକରେ ଏକ…

ଏହି ତାରିଖରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଦୁବାଇ ପରେ ଖୁବଶୀଘ୍ର ଇଣ୍ଡିଗୋ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ସେବା ଯୋଗାଇବ । ଜୁନ୍ ୫ ତାରିଖରୁ ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍ଗକକୁ ବିମାନ ଉଡ଼ାଣ କରିବ । ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଗୋ ବିମାନ ସପ୍ତାହକୁ ଦୁଇ ଥର ଏହି ୨ଟି…

ବିନା ଦୋଷରେ ଡ୍ରଗ୍ସ କେସ୍‌ରେ ଫସି ବିଦେଶ ଜେଲ୍‌ରେ ବନ୍ଦୀ ବଲିଉଡ୍ ଅଭିନେତ୍ରୀ; ଷଡଯନ୍ତ୍ରକାରୀ ଗିରଫ

ମୁମ୍ବାଇ: ବିନା ଦୋଷରେ ବିଦେଶ ଜେଲ୍‌ରେ ଦଣ୍ଡ ଭୋଗୁଛନ୍ତି ବଲିଉଡ୍ ଅଭିନେତ୍ରୀ କ୍ରୀଷନ ପରେରା। ଡ୍ରଗ୍ସ କେସ୍‌ରେ ତାଙ୍କୁ ଫସାଇ ଦିଆଯାଇଛି। ପରିବାର ଲୋକଙ୍କ ଅଭିଯୋଗ ପରେ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ୍। ମୁମ୍ବାଇ ବୋରିବଲିରେ ରହୁଥିବା ଅନ୍ଥୋନୀ ପଲ୍‌ ଓ ମହାରାଷ୍ଟ୍ର…

ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ଖୁକୁଣ୍ଡି ଗୋଠ ନିକଟରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକଙ୍କ ନାଁ  ମନୋଜ ବିଶ୍ୱାଳ ଓ ତାଙ୍କର ଘର ବସୋଇ ଗାଁରେ ବୋଲି ଜଣାଯାଇଛି ।  ପ୍ରେମ ଜନିତ କାରଣରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି…

କାବୁଲ ବିମାନ ବନ୍ଦର ବିସ୍ଫୋରଣର ମାଷ୍ଟରମାଇଣ୍ଡକୁ ହତ୍ୟା କଲା ତାଲିବାନ

କାବୁଲ୍‌: କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦର  ଆତ୍ମଘାତୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଇସଲାମିକ ଷ୍ଟେଟର ଆତଙ୍କବାଦୀକୁ ହତ୍ୟା କରିଛନ୍ତି ତାଲିବାନ । ଆମେରିକା ଅଧିକାରିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିହତ ଆତଙ୍କୀ ୨୦୨୧ ଅଗଷ୍ଟ ୨୬ରେ  କାବୁଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ…

ରତନ ଟାଟାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲା ଅଷ୍ଟ୍ରେଲିଆ

କାନବେର୍ରା: ରତନ ଟାଟାଙ୍କୁ ଅଷ୍ଟ୍ରେଲିଆରେ ସମ୍ମାନ। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଡର ଅଫ୍ ଅଷ୍ଟ୍ରେଲିଆ(ଏଓ)ରେ ରତନ ଟାଟାଙ୍କୁ ସମ୍ମାନିତ କରାଯାଇଛି। ବାଣିଜ୍ୟ ପୁଞ୍ଜି ନିବେଶ ଆଦି ପ୍ରସଙ୍ଗରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିପାଖିକ ସମ୍ପର୍କକୁ ମଜଭୁତ୍ କରିବାରେ ରତନ ଟାଟାଙ୍କର…