Latest Odisha News

BREAKING NEWS

ଆଜି ମହାନବମୀରେ ସିଦ୍ଧିଦାତ୍ରୀଙ୍କୁ ପୂଜାର୍ଚ୍ଚନା : ଆସନ୍ତୁ ଜାଣିବା କଣ ରହିଛି ପୂଜାବିଧି..

ନୂଆଦିଲ୍ଲୀ : ଆଜି ହେଉଛି ମହାମାୟାଙ୍କର ମହାନବମୀ  । ଆଶ୍ବିନ ମାସ ଶୁକ୍ଳ ପକ୍ଷର ନବମୀ ଦିନରେ ମହାନବମୀ ଉପବାସ ରଖାଯାଏ  । ଆଜିର ଦିନରେ ମା ସିଦ୍ଧିଦାତ୍ରୀଙ୍କୁ ପୂଜା କରିବା ସହ କନ୍ୟା ପୂଜନର ପରମ୍ପରା ରହିଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ମାଙ୍କୁ ପୂଜା କରିବାର ପୂଜା ବିଧି  । …

ଓଡ଼ିଶା ଲଳିତ କଳା ଏକାଡ଼େମୀ ଦ୍ଵାରା ଚିତ୍ରକଳା ପ୍ରଦର୍ଶନୀ ‘ଦେବୀ’ ଉଦ୍‌ଘାଟିତ

ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଶାରଦୀୟ ଦୁର୍ଗାପୂଜା ଅବସରରେ ନୀଳାଦ୍ରୀ ବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ଠାରେ ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ‘ଦେବୀ ‘ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଏକାଡେମୀ ଦ୍ଵାରା…

ଚାଲିଛି ପୂଜା , ଲାଗିଛି ଗହଳି : ଆଜି ମଣ୍ଡପରେ ମହାନବମୀ ପୂଜା, ଶକ୍ତି ପୀଠରେ ବିଶ୍ରାମ ନେଉଛନ୍ତି ମହାମାୟା

ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ବିଶ୍ରାମ ଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହା ନବମୀ ପୂଜା । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ  ।…

ପ୍ରତିଦିନ ସକାଳୁ ଖାଆନ୍ତୁ କିସମିସ୍ , ଦୂର ହେବ ବହୁ ଅସାଧ୍ୟ ରୋଗ…

ନୂଆଦିଲ୍ଲୀ : କିସ୍‌ମିସ୍‌ ଖାଇବାକୁ କାହାକୁ ବା ଭଲ ଲାଗେନା ? କିସ୍‌ମିସ୍‌ ଖାଇବାକୁ ଯେତିକି ସ୍ବାଦିଷ୍ଟ ତାହା ଦେହ ପାଇଁ ତା’ଠାରୁ ବି ଅଧିକ ଭଲ। ଏଥିରେ ବହୁ ସ୍ୱାସ୍ଥ୍ୟଗତ ଫାଇଦା ରହିଛି। ତେବେ ଆସନ୍ତୁ ଜାଣିବା କିସମିସ୍ ଖାଇବା ଆମ ସ୍ବାସ୍ଥ୍ୟପକ୍ଷେ କେତେ ଲାଭଦାୟକ । କିସ୍‌ମିସ୍‌ ଖାଇବା…

କବିତା : ଆବିର୍ଭୁତା

ରାଜଲକ୍ଷ୍ମୀ ତ୍ରିପାଠୀ ସେ ଭାରି ନିଜର ଲାଗନ୍ତି କହିହୁଏ ମନଖୋଲି ସବୁ ନୀରବରେ ଶୁଣନ୍ତି ସିଏ ତାଙ୍କ ମୃଦୁ ହସର ଅସଂଖ୍ୟ ଦ୍ୟୁତି ରେ ଝଲସି ଉଠେ କାନ୍ଥ ବାଡ଼ ମଣ୍ଡପ ଆସର ମନ୍ଦିରର ସାନ ବେଢା ଭିତର ଅଳପ ଓ ନିବୁଜ ଯାଗାରେ ଆବିର୍ଭୁତା ଦେବୀ । ସିଡ଼ି ଚଢ଼ୁଥିବା ମଣିଷ କିଏ…

ଜଙ୍ଗଲ ବିଭାଗ ଖୋଳିଥିବା ଗାତରେ ପଡି ହାତୀ ଶାବକର ମୃତ୍ୟୁ: ରବିବାରଠାରୁ ଥିଲା ଅସୁସ୍ଥ

ତେଲକୋଇ: ଅସୁସ୍ଥ ହାତୀ ଶାବକର ମୃତ୍ୟୁ  । ଜଙ୍ଗଲ ବିଭାଗ ଖୋଳିଥିବା ଗାତରେ ପଡି ଏକ ଛୁଆ ହାତୀର ମୃତ୍ୟୁ ଘଟିଛି ।  ବାଂଶପାଳ ବ୍ଲକ ଭେଜିଡିହା  ଗାଁ ନିକଟ ଜଙ୍ଗଲରୁ ମୃତଦେହ ଠାବ କରାଯାଇଛି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ରବିବାର ଭେଜିଡିହ…

୨୦୨୪ରେ ବିଜେପିକୁ କ୍ଷମତାରୁ ହଟାଇବା ଦେଶଭକ୍ତିର ଶ୍ରେଷ୍ଠ ଉଦାହରଣ ହେବ: ଅରବିନ୍ଦ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ରବିବାର କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାରୁ ହଟାଇବା ଦେଶଭକ୍ତିର ସବୁଠାରୁ ବଡ଼ କାମ ବା ଉଦାହରଣ ହେବ। ବିଜେପି ଦୁଇ ଥର କ୍ଷମତାରେ ଥାଇ ମଧ୍ୟ ଦେଶକୁ ପ୍ରଗତି ପଥରେ ଆଗେଇ ନେବାରେ ବିଫଳ…

ରାଜନୈତିକ ମତଭେଦ ଭୁଲି ଏକାଠି ବସିଲେ ବିଜେପି ଓ କଂଗ୍ରେସ ନେତା!

ଧର୍ମଶାଳା: ରବିବାର ଧର୍ମଶାଳା ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଥିବା କ୍ରିକେଟ୍ ବିଶ୍ୱକପ୍ ମ୍ୟାଚର ମଜା ନେବାକୁ କଂଗ୍ରେସ ଓ ବିଜେପି ନେତାମାନେ ନିଜର ରାଜନୈତିକ ଶତ୍ରୁତାକୁ ପଛରେ ପକାଇ ଦେଇ ଏକାଠି ବସିଥିଲେ। ବିଜେପି ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ…

ଭାଷା ଭାଗବତ : ବ୍ୟକ୍ତିତ୍ୱ ଅନେକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମିଳେନି କାନମୋଡ଼ା, ବିଧା ତେବେ ବି କାହିଁ ଅସୁବିଧା ? ଯେ ଯାହା ପାରୁଁ, ତାହା ଲେଖୁଁ ନିଜେ ହିଁ ନିଜଠାରୁ ଶିଖୁଁ ସମାଜ ତା ବାଟରେ ଯାଏ କାହାକୁ ବାଟ ନ ବତାଏ ଏକାକୀ ହୋଇ, ଦେଲେ ଲେଖି ଯେ କେହି ହୋଇପାରେ ସୁଖୀ ଲୋକଂକ…

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ: ୧୮ ଘଣ୍ଟା ମଧ୍ୟରେ ନେଇପାରେ ବାତ୍ୟାର ରୂପ !

ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ସକ୍ରିୟ ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ଥିବା ଜଣାପଡିଛି । ବର୍ତ୍ତମାନ ପାରାଦୀପଠାରୁ ଏହା ୪୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆଗାମୀ ୧୮ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।…