ଭୟଙ୍କର ଦୁର୍ଘଟଣା: ଆଗରୁ କେବେ ଦେଖି ନ ଥିବେ
ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଆପଣ ଶୁଣୁଥିବେ । ଦିନେ ଦିନେ ଏମିତି ଭୟଙ୍କର ଦୁର୍ଘଟଣା ହୁଏ, ଯାହାକୁ ଦେଖିଲେ ଲୋକଙ୍କ ଲୋମ ଟାଙ୍କୁରି ଉଠେ । ଏବେ ମଧ୍ୟ ଏମିତି ଏକ ଭୟଙ୍କର ଦୁର୍ଘଟଣାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।…