କବିତା : ଆଗମନୀ
ସୁଜାତା ମିଶ୍ର
ଦେବୀ ଆସିଲା ବେଳକୁ
ଫେରି ଯାଇଥିଲା ମୌସୁମୀ,
ଧଳା ମେଘର ଓଢଣୀ ତଳେ
ମୁହଁ ଲୁଚାଇଥିଲା କୁଆଁରୀ ଜହ୍ନ,
ବିଜୁଳି ଯାଉ ଥିଲା ଫେରି
ପାଦ କଚାଡ଼ି .. ।
ପୁଳାଏ ଆଣ୍ଟକୁ ଗଣ୍ଠି କରି
ଫେରୁ ଥିଲା ଘଡ଼ଘଡ଼ି..
ସବୁଜ ପଣତ ମେଲାଇ
କାଚକେନ୍ଦୁ ପାଣିରେ ।
ମୁହଁ…