ବିଶ୍ୱର ସବୁଠାରୁ ବଡ ମିସାଇଲ ସତାନ ୨ ପରୀକ୍ଷଣ କରିବ ରୁଷ
ମସ୍କୋ: ୟୁକ୍ରେନ ବିପକ୍ଷ ଯୁଦ୍ଧ ଏବଂ ନାଟୋ ସହ ଅଶାନ୍ତି ଯୋଗୁ ରୁଷ ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ମଜଭୁତ ହେବା ପାଇଁ ଉଦ୍ୟମ ଆରମ୍ଭ କରିଛି । ୟୁକ୍ରେନ ବିପକ୍ଷରେ ରୁଷର ଅନେକ ଯୁଦ୍ଧ ସାମଗ୍ରୀ ନଷ୍ଟ ହେବାରେ ଲାଗିଛି । ରିପୋର୍ଟ ମୁତାବକ ବିଶ୍ୱର ସବୁଠାରୁ ବାଲେଷ୍ଟିକ ମିସାଇଲ ସତାନ ୨କୁ…