ଅଧା ରହିଗଲା ଜଗା ଦର୍ଶନ, ସଡ଼କ ଦୁର୍ଘଟଣାରେ ଚାଲି ଗଲା ଦୁଇ ଜୀବନ
ଯାଜପୁର: ଅଧାରେ ରହିଗଲା ଜଗା ଦର୍ଶନ । ପବିତ୍ର ଅଁଳା ନବମୀ ଅବସରରେ ଜଗା ଦର୍ଶନ ପାଇଁ ପୁରୀ ଗଲାବେଳେ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପାଣିକୋଇଲି ଶର୍ମା ପେଟ୍ରୋ ପମ୍ପ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେ ଦୁଇ ମୃତ , ୮…