ରାମଚରଣଙ୍କ ସହ ସ୍କ୍ରିନ୍ ସେୟାର କରିବେ ଜାହ୍ନବୀ
ମୁମ୍ବାଇ: ‘ଆରଆରଆର’ ଫିଲ୍ମର ସଫଳତା ପରେ ଅଭିନେତା ରାମଚରଣଙ୍କ ଚାହିଦା ଖୁବ୍ ବଢିଯାଇଛି । ଏବେ ତାଙ୍କ ସହିତ କାମ କରିବାକୁ ପ୍ରତ୍ୟେକ ଅଭିନେତ୍ରୀ ଚାହିଁ ରହିଛନ୍ତି । ହେଲେ ଏବେ ଏହି ସୁଯୋଗ ପାଇଛନ୍ତି ବଲିଉଡ଼ର ଅଭିନେତ୍ରୀ ଜାହ୍ନବୀ କପୁର । ଏହି ଫିଲ୍ମ ଜାହ୍ନବୀଙ୍କ ହେବ ଦ୍ୱିତୀୟ ତେଲୁଗୁ…