ନିଖୋଜ କାନାରା ବ୍ୟାଙ୍କ ମ୍ୟାନେଜର ତପନ ସାହୁ ଗଞ୍ଜାମରୁ ଉଦ୍ଧାର
ବ୍ରହ୍ମପୁର: କାନାରା ବ୍ୟାଙ୍କ ଶାଖା ପରିଚାଳକ ତପନ କୁମାର ସାହୁଙ୍କୁ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାରୁ ଉଦ୍ଧାର କରାଯାଇଛି। ଗଂଜାମ ହେଉଛି ତପନଙ୍କ ଶ୍ବଶୁର ଘର ଏରିଆ। ସେ ନିଜ କାର୍ଯ୍ୟାଳୟ କଟକ ବଡମ୍ବା ଆସୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲେ। ଏବେ ତିନି ଦିନ ପରେ…