Latest Odisha News

BREAKING NEWS

ଅବକାରୀ ଦୁର୍ନୀତି ମାମଲା: ରବିବାର ସିବିଆଇରେ ହାଜର ହେବାକୁ କେଜ୍ରିଓ୍ବାଲଙ୍କୁ ସମନ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ସମନ କରିଛି। କେଜ୍ରିୱାଲଙ୍କୁ ସିବିଆଇ ଏବେ ପଚରାଉଚରା କରିବ। ଏପ୍ରିଲ ୧୬ରେ ସିବିଆଇ ଅଫିସରେ ହାଜର ହେବାକୁ କହିଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।…

ସମ୍ବଲପୁରରେ ୪୮ ଘଣ୍ଟା ପାଇଁ କର୍ଫ୍ୟୁ: ଘରୁ ବାହାରିବାକୁ ମନା, ଇଣ୍ଟରନେଟ ସେବା ବନ୍ଦ

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ରାଲି ପାଖରୁ ଅଶାନ୍ତ ହୋଇପଡ଼ିଥିବା ସମ୍ବଲପୁର ସହରରେ ଶେଷରେ କର୍ଫ୍ୟୁ ଲାଗୁ ହୋଇଛି। ଆଜି ରାତି ୧୨ଟାରୁ ୪୮ ଘଣ୍ଟା ପାଇଁ ଏହି କର୍ଫ୍ୟୁ ଲାଗୁ ହୋଇଛି। ଜିଲ୍ଲା ପ୍ରଶାସନ ଏହି କର୍ଫ୍ୟୁ ଲାଗୁ କରିଥିବା ଏସପି ସୂଚନା ଦେଇଛନ୍ତି। ଘରୁ ବାହାରିବା…

ଶୈାଚାଳୟଠାରୁ ମେକ୍‌ଅପ୍ ବ୍ରସରେ ଅଧିକ ଜୀବାଣୁ : ଯାହା ଶରୀର ପାଇଁ କ୍ଷତିକାରକ

ଆମ ଜୀବନରେ ଏପରି ଅନେକ ଜିନିଷ ଅଛି, ଯାହା ଉପରେ ଆମେ ଅଧିକ ଧ୍ୟାନ ଦେଇ ନ ଥାଉ । ମଇଳା ଦେଖାଯାଉଥିବା ଜିନିଷଗୁଡିକୁ ଆମେ ସଫା କରିଥାଉ ସତ, କିନ୍ତୁ ସେହି ଜିନିଷଗୁଡିକର ନକରାତ୍ମକ ପ୍ରଭାବ ବିଷୟରେ ଆମେ ଜାଣିନାହୁଁ ଯାହା ଅପରିଷ୍କାର ଦେଖାଯାଏ ନାହିଁ । ଏହିପରି ଗୋଟିଏ ଜିନିଷ ହେଉଛି ମେକଅପ୍…

ବଡ଼ି କରିବାକୁ ଯୁବକ ନେଲେ ଇଞ୍ଜେକ୍ସନ: ଦୁଇ ବାହୁ ବେଲୁନ୍ ପରି ଫୁଲି ଓହଳିଗଲା

ୠଷ: ଆଜିର ସମୟରେ ଲୋକମାନେ ଫିଟନେସ୍‌କୁ ନେଇ ବହୁତ ସଚେତନ ହୋଇଛନ୍ତି । ବାସ୍ତବରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆଦୌ ଭୁଲ ନୁହେଁ । କିନ୍ତୁ ଯଦି ସହଜ ଉପାୟରେ ଫିଟ୍ ରହିବାକୁ ଚେଷ୍ଟା କରିବେ ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ସେଥିପାଇଁ ଅନେକ ଲୋକ ସର୍ଜରୀ ମାଧ୍ୟମରେ ବଡ଼ି ତିଆରି…

ଇଣ୍ଟରନେଟ୍‌ରେ ଘୂରି ବୁଲୁଛି ସୁନ୍ଦରୀ ଝିଅର ଫଟୋ, ଯିଏ ଦେଖୁଛି ସିଏ ପଟୁଛି

ଆଜିକାଲି ଲୋକମାନେ ଇଣ୍ଟରନେଟରେ ସେମାନଙ୍କର ସ୍ୱପ୍ନର ଜୀବନସାଥୀ ଖୋଜୁଛନ୍ତି । ଅନେକ ଲୋକ ସେମାନଙ୍କର ପ୍ରକୃତ ପରିଚୟ ଲୁଚାଇ କିମ୍ବା ଅନ୍ୟ କିଛି କହି ଇଣ୍ଟରନେଟ୍‌ରେ ସକ୍ରିୟ ଥାଆନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନଲାଇନ୍ ଡେଟିଂ ଆପ୍ ବ୍ୟବହାର କ୍ଷେତ୍ରରେ ଭାରତ ଶ୍ରେଷ୍ଠ ୫ ଦେଶ…

ଆଇଟିଏଫ ଏସିଆନ ଜୁନିୟର ଚାମ୍ପିୟନଶିପ: କୋରିଆ ଓଭରାଲ ଚାମ୍ପିୟନ, ଭାରତକୁ ରୌପ୍ୟ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ଟେନିସ କମ୍ପେ୍ଲକ୍ସରେ ଆଇଟିଏଫ ଜୁନିୟର ଚାମ୍ପିୟନଶିପ ଉଦଯାପିତ ହୋଇଛି । କୋରିଆ ଟିମ ଓଭରାଲ ଚାମ୍ପିୟନ ହୋଇଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାମ୍ପିୟନ…

ଝିଅର ଚିକିତ୍ସାରେ ସବୁ ଅର୍ଥ ସାରିଦେଲେ ମହିଳା, ଏମିତି କିଛି ହେଲା ରାତାରାତି ହୋଇଗଲେ କୋଟିପତି

ଫ୍ଲୋରିଡ଼ା: କଥାରେ ଅଛି ଝିଅ ହେଉଛି ଘରର ଲକ୍ଷ୍ମୀ । ଏହାର ଉଦାହରଣ ଦେଖିବାକୁ ମିଳିଛି ଜଣେ ଆମେରିକୀୟ ମହିଳାଙ୍କ କ୍ଷେତ୍ରରେ । ଗୁରୁତର ରୋଗରେ ପିଡ଼ିତ ତାଙ୍କ ଝିଅ ପଛରେ ସବୁ ଟଙ୍କା ସାରିଦେଲେ । ହେଲେ ଭାଗ୍ୟ ଏମିତି ସାଥ୍ ଦେଲା ଯେ, ଝିଅ ଡ଼ାକ୍ତରଖାନାରୁ ଫେରିବାର ଗୋଟିଏ ଦିନ ପରେ ମହିଳା ଜଣକ…

ସୋଆର ଗବେଷକ ପ୍ରଫେସର କୁଳମଣି ପରିଡ଼ାଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ (ହୀରକ ଜୟନ୍ତୀ) ପାଳନ ଅବସରରେ ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜି କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ାଙ୍କୁ ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ତଥା ଗବେଷଣା କ୍ଷେତ୍ରରେ…

ବ୍ରୁକ୍ସଙ୍କ ଶତକ: କୋଲକାତା ସମ୍ମୁଖରେ ୨୨୯ ରନର ଲକ୍ଷ୍ୟ

ଇଡେନଗାର୍ଡେନ: ଏଠାରେ ଶୁକ୍ରବାର ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୨୨୯ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ହ୍ୟାରୀ ବ୍ରୁକସ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ୫୫ ବଲରେ ୧୨ ଚୌକା ଓ ୩ଛକା ବଳରେ ୧୦୦ ରନ ସଂଗ୍ରହ କରିଥିଲେ । ତାଙ୍କ ଇନିଂସ…

ଜି-୨୦ ଜନ ଭାଗିଦାରୀ: ସୋଆରେ ଫୁଡ୍ ଫେଷ୍ଟିଭାଲ୍ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାରେ ଭାରତର ଜି-୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଆୟୋଜିତ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଭିତିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଦିନ ଏକ ଫୁଡ୍‌ଫେଷ୍ଟିଭାଲ୍ ଆୟୋଜିତ ହୋଇଯାଇଛି । ମହାବିଷୁବ ସଂକ୍ରାନ୍ତିରେ ସୋଆର ଛାତ୍ରଛାତ୍ରୀ ଓ ଫାକଲ୍ଟି ମାନଙ୍କ ଦ୍ୱାରା…