ଖାଇବା ତେଲ ଆମଦାନୀ ୧୬ ପ୍ରତିଶତ ବୃଦ୍ଧି
ମୁମ୍ବାଇ: ଖାଦ୍ୟରେ ଲୁଣର ଯେପରି ଭୂମିକା ରହିଛି ତେଲର ମଧ୍ୟ ସମାନ ଭୂମିକା ରହିଛି। ଖାଦ୍ୟକୁ ସୁସ୍ୱାଦୁ କରିବା ପାଇଁ ଖାଇବା ତେଲ ଭଲ କାମ କରିଥାଏ। କିନ୍ତୁ ଏହାର ଦାମ ବଢିବା କଥା ଶୁଣିଲେ ମନ ପିତା ହୋଇଯାଏ। ଏହାକୁ ନେଇ ଘରେ ଘରେ ଗୃହିଣୀ ଚିନ୍ତାରେ ପଡିଯାଆନ୍ତି। ଭାରତରେ ଅକ୍ଟୋବର ୨୦୨୩…