Latest Odisha News

BREAKING NEWS

ପାଖଉଛି ନିର୍ବାଚନ, ବଢୁଛି ଧର୍ମେନ୍ଦ୍ରଙ୍କ ଦ୍ବନ୍ଦ୍ବ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତକି ପାଖେଇ ଆସୁଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଦ୍ବନ୍ଦ ସେତିକି ବଢ଼ିବାରେ ଲାଗିଛି। ବିହାର ପରେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ବିଜେପିର ଏହି ଶୀର୍ଷ ନେତା ଚଳିତଥର ନିର୍ବାଚନ ଲଢ଼ିବେ…

ଅନ୍ତିମ ବୋଲରେ ଫିଲ୍ଡିଂ ମିସ୍, ୨୧୨ ରନ୍ କରି ମ୍ୟାଚ ହାରିଲା ଆରସିବି

ବେଙ୍ଗାଲୁରୁ: ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚଳିତ ଆଇପିଏଲରେ ଆଉ ଏକ ମ୍ୟାଚ୍ ଖେଳାଯାଇଛି। ପୁଣି ଥରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଶାଳ ରନ୍ କରି ହାରିଛି। ବୋଲରଙ୍କ ନୈରାଶ୍ୟ ଜନକ ପ୍ରଦର୍ଶନ ମ୍ୟାଚ ହାରିବାର ପ୍ରମୁଖ କାରଣ ପାଲଟିଛି।ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ଆରସିବି ପ୍ରଥମେ…

ବ୍ୟକ୍ତିଙ୍କ ଭିନ୍ନ ପ୍ରୟାସ: ରାସ୍ତାରେ ଥିବା ଖାଲରେ ରଖନ୍ତି ଡ଼ଲ ବା ଖେଳଣା

ବ୍ରିଟେନ: ବିଭିନ୍ନ ରାସ୍ତାରେ ଥିବା ଖାଲଖମାଗୁଡିକ ଏକ ବଡ ସମସ୍ୟା ହୋଇଗଲାଣି । କେବେ କେବେ ପ୍ରଶାସନ ରାସ୍ତା ମରାମତି କରିଥାଏ । କିନ୍ତୁ ଅନେକ ଥର ପ୍ରଶାସନ ଆଦୌ ଏଥିପ୍ରତି ଧ୍ୟାନ ଦେଇ ନ ଥାଏ । ଏହି କାରଣରୁ ରାସ୍ତାଗୁଡ଼ିକ ମରାମତି ଠିକ୍ ଭାବରେ ହୋଇ ନ ଥାଏ । ବ୍ରିଟେନର ଜଣେ ବ୍ୟକ୍ତି…

ଲୋହିଆ ହସ୍ପିଟାଲ ପରିଦର୍ଶନ କରି କୋଭିଡ୍ ନିୟମ ପାଳନ କରିବାକୁ କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ସୋମବାର ନୂଆଦିଲ୍ଲୀର ରାମ ମନୋହର ଲୋହିଆ (ଆରଏମଏଲ) ହସ୍ପିଟାଲ ପରିଦର୍ଶନ କରି କୋଭିଡ ୧୯ ପରିଚାଳନା ପାଇଁ ହସ୍ପିଟାଲର ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି ନିଆଯାଉଥିବା ମକ୍ ଡ୍ରିଲ୍‌ର ସମୀକ୍ଷା…

ବିବାହରେ କେହି ପିଇପାରିବେନି ବିୟର: ଲାଗୁ ହେଲା କଟକଣା

ଶିମଲା : ବିବାହ ଉତ୍ସବରେ କେହି ପିଇପାରିବେନି ବିୟର । ଏଥିଲାଗି ପଞ୍ଚାୟତ ପକ୍ଷରୁ ଲାଗୁ ହୋଇଛି କଟକଣା । ଯଦି ଏହାକୁ କେହି ଅବମାନନା କରନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏମିତି ଏକ ଖବର ଚର୍ଚ୍ଚାକୁ ଆସିଛି ହିମାଚଳ ପ୍ରଦେଶର ଆଦିବାସୀ…

କାହା ଛତ୍ରଛାୟା ତଳେ ଶ୍ରଦ୍ଧାଞ୍ଜଳି, କାହିଁକି ଗିରଫ କରାଯାଉନି କହି ବର୍ଷିଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ହାଇପ୍ରୋଫାଇଲ ସେକ୍ସରାକେଟ ମାମଲାର ମୁଖ୍ୟ ଅଭିଯୁକ୍ତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବିସ୍ଫୋରକ ବୟାନ ଦେଇଛନ୍ତି। ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ସିବିଆଇ କୋର୍ଟରେ ହାଜର ହୋଇ ବାହାରିବା ପରେ ସେ କହିଛନ୍ତି, ସେକ୍ସ ରାକେଟ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରା ମଧ୍ୟ ସାମିଲ…

ବିବାହ ମଣ୍ଡପରେ ଗୁଳି ଫୁଟାଇଲେ କନ୍ୟା: ଭୟରେ ସବୁ ଛାନିଆ

ଆହ୍ଲାହାବାଦ: ଏବେ କଥା କଥାରେ ଫୁଟୁଛି ଗୁଳି । ଖାସ୍ କରି ବିବାହ ଉତ୍ସବରେ ବନ୍ଧୁକରୁ ଗୁଳି ଫୁଟାଇବା ଏବେ ଏକ ପ୍ରକାର ଆଭିଜାତ୍ୟ ଦେଖାଇବାର ଟ୍ରେଣ୍ଡ ହୋଇଗଲାଣି । ଏ ଦିଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ଲୋକମାନେ ଅଣଦେଖା କରୁଛନ୍ତି । ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ବିବାହ…

ପୋଷ୍ଟାଲ ଚାକିରିରେ ଜାଲ୍ ସାର୍ଟିଫିକେଟ: ସିବିଆଇ ତଦନ୍ତ ପାଇଁ ଅନୁରୋଧ

ଭୁବନେଶ୍ୱର: ପୋଷ୍ଟାଲ ଚାକିରିରେ ବାହାରା ରାଜ୍ୟର ଲିଙ୍କ୍ । ସିବିଆଇ ତଦନ୍ତ ପାଇଁ ଅନୁରୋଧ କଲେ ପୋଷ୍ଟ ମାଷ୍ଟର ଜେନେରାଲ। କ୍ରାଇମବ୍ରାଞ୍ଚ ଏହି ମାମଲାରେ ଏପ୍ରିଲ ୧ ତାରିଖରୁ ତଦନ୍ତ କରୁଛି। ଯେଉଁଥିରେ ଉତ୍ତର ପ୍ରଦେଶ ସହ ଏକ ଲିଙ୍କ୍ ସାମ୍ନାକୁ ଆସିଛି। ଏହାପରେ ସିବିଆଇ ତଦନ୍ତ ପାଇଁ…

ନକଲି ଶିକ୍ଷକ ମାମଲା: ବିଇଓ ଓ ଡିଇଓଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରେ ନକଲି ଶିକ୍ଷକଙ୍କୁ ଚିହ୍ନଟ କରିବାକୁ ବ୍ଲକ ଶିକ୍ଷା ଅଧିକାରୀ (BEO) ଓ ଜିଲ୍ଲା ଶିକ୍ଷା ଅଧିକାରୀ(DEO)ଙ୍କୁ ନିର୍ଦ୍ଦେଶ। ଦୁଇ ଦିନ ମଧ୍ୟରେ ଏଭଳି ମାମଲା ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷା ବିଭାଗର ନିର୍ଦ୍ଦେଶକ…

ରିଲିଜ୍ ହେଲା ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଟ୍ର୍ରେଲର

ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ\'ର ଟ୍ରେଲର ରିଲିଜ୍ ହୋଇଯାଇଛି । ପ୍ରଶଂସକମାନେ ଖୁବ୍ ଉତ୍ସାହର ସହିତ ଏହି ଟ୍ରେଲରକୁ ଅପେକ୍ଷା କରିଥିଲେ । ଏହି ଫିଲ୍ମଟି ଆସନ୍ତା ୨୧ ତାରିଖ ରେ ଇଦ୍ ଅବସରରେ ମୁକ୍ତିଲାଭ କରିବ । ଏଥିରେ ସଲମାନ…