Latest Odisha News

BREAKING NEWS

ଆପଣ ଫାଇଭ୍ ଷ୍ଟାର୍ ଏବଂ ସେଭେନ୍ ଷ୍ଟାର୍ ହୋଟେଲ ମଧ୍ୟରେ ପାର୍ଥକ୍ୟ ଜାଣନ୍ତି କି? ଦ୍ୱନ୍ଦ୍ୱରେ ପଡ଼ନ୍ତୁ ନାହିଁ ,…

ନୂଆଦିଲ୍ଲୀ : ଭ୍ରମଣ କରିବାକୁ ପ୍ରାୟ ଲୋକ ପସନ୍ଦ କରିଥାନ୍ତି  । ଭ୍ରମଣ କରିବା ସମୟରେ ଆମେ ହୋଟେଲରେ ରହିଥାଉ  । କେହି କେହି ରହିବାକୁ ୫ ଷ୍ଟାର୍ ହୋଟେଲ ପସନ୍ଦ କରନ୍ତି ତ ଆଉ କେହି କେହି ରହିବା ପାଇଁ ୭ ଷ୍ଟାର୍ ହୋଟେଲକୁ ବାଛିଥାନ୍ତି  । କିନ୍ତୁ କେବେ ଭାବିଛନ୍ତି କି ୫ ଷ୍ଟାର୍ ଏବଂ…

ଜମିବାଡିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ: ନିଶାଡିଙ୍କ ଭୁଜାଲି ଆକ୍ରମଣରେ ୩ ଗୁରୁତର

ଭଦ୍ରକ : ଭଦ୍ରକ ସହର ସ୍ଥିତ ଡାଲଚିନି ହୋଟେଲ ନିକଟରେ ନିଶାଡି ଏବଂ ହୋଟେଲ ମାଲିକ ଧସ୍ତାଧସ୍ତି  । ଜମିବାଡିକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି  । ଏତିକି ବେଳେ  କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ମାନେ ଅଟକାଉଥିବାବେଳେ   ଉଭୟଙ୍କ ମଧ୍ୟରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରାବଣ ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପାଳିତ ହେଉଥିବା ଗୋଟିଏ ବର୍ଷ ଭିତରେ ପଡୁଥିବା ପର୍ବପର୍ବାଣୀ ବିଷୟରେ ଆମେ ମାସ ହିସାବରେ ଆଲୋଚନା କରୁଛେ। ପ୍ରଭୁଙ୍କର ଘୋଷଯାତ୍ରା ଅନୁଷ୍ଠିତ…

ମଝି ଆକାଶରେ ରଶ୍ମିକାଙ୍କୁ ଚୁମ୍ବନ ଦେଲେ ରଣବୀର, ଭାଇରାଲ ହେଲା ଫଟୋ

ମୁମ୍ବାଇ: ମଝି ଆକାଶରେ ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ ଚୁମ୍ବନ ଦେଲେ ବଲିଉଡ଼ ଅଭିନେତା ରଣବୀର କପୁର । ଏବେ ଏହାର ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ ଉଭୟ ପରସ୍ପରକୁ ଚୁମ୍ବନ ଦେଉଥିବା ନଜର ଆସିଛିି । ବିମାନରେ ବସିଥିବା ବେଳେ ଉଭୟ ଚୁମ୍ବନ…

ବିମାନରେ ମାଆଙ୍କୁ ସରପ୍ରାଇଜ୍‌, ପାଇଲଟ୍ ପୋଷାକରେ ପୁଅକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମହିଳା

ନୂଆଦିଲ୍ଳୀ: ସୋସିଆଲ ମିଡ଼ିଆରେ ଆମକୁ ଅନେକ ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ । ନିକଟରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ଜଣେ ପୁଅ ନିଜ ମାଆଙ୍କୁ କିଭଳି ସରପ୍ରାଇଜ୍ ଦେଉଛନ୍ତି ତାହା ଦେଖିବାକୁ ମିଳିଛି । ଏହି ଭିଡିଓଟି ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି । ଭାଇରାଲ ଭିଡିଓରେ ଦେଖିବାକୁ…

ଏମିତି ପଗଡ଼ି, ଯେଉଁଥିରେ ରହିଛି ରାମ ମନ୍ଦିର, ମୋଦୀ ଓ ଚନ୍ଦ୍ରଯାନ-୩ର ଥିମ୍

ଗୁଜୁରାଟ : ହିନ୍ଦୁ ସଂସ୍କୃତିରେ ଶାରଦୀୟ ଋତୁରେ ନବରାତ୍ରି ବହୁତ ଗୁରୁତ୍ୱପୂର୍ଣ୍ଣ । ଆଉ ମାତ୍ର କିଛି ଦିନ ମଧ୍ୟରେ ନବରାତ୍ରୀ ଆରମ୍ଭ ହେବ । ଏଥର ନବରାତ୍ରୀ ଅକ୍ଟୋବର ୧୫ରୁ ଆରମ୍ଭ ହୋଇ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ତେବେ ନବରାତ୍ରୀ ଉତ୍ସବ ପୂର୍ବରୁ ଗୁଜୁରାଟ ଗାନ୍ଧିନଗରର ଜଣେ…

ସମୁଦ୍ରରେ ସ୍ନାନ କରିବା ପଡ଼ିଲା ମହଙ୍ଗା,ମୁଣ୍ଡରେ ଲାଗିଗଲା ଅକ୍ଟୋପସ

ନୂଆଦିଲ୍ଲୀ: ସମୁଦ୍ରରେ ଗାଧୋଇବାକୁ କିଏ ବା ଭଲ ନ ପାଏ । ତେଣୁ ଛୁଟି କାଟିବା ପାଇଁ ପ୍ରାୟତଃ ଲୋକେ ସମୁଦ୍ରକୁ ଯାଇ ମଜା କରିଥାଆନ୍ତି । ଏବେ ଜଣେ ବ୍ୟକ୍ତିଙ୍କୁ ସମୁଦ୍ରରେ ସ୍ନାନ କରିବା ତାଙ୍କୁ ମହଙ୍ଗା ପଡ଼ିଛି । ସେ ସମୁଦ୍ରରେ ଗାଧୋଇବା ସମୟରେ ଏକ ଅକ୍ଟୋପସ ତାଙ୍କ ମୁଣ୍ଡରେ ଲାଗିଯାଇଛି ।…

ଟାଇଗର ୩ରେ କାଟ୍ରିନାଙ୍କ ଫାଷ୍ଟ ଲୁକ୍ ସେୟାର କଲେ ସଲମାନ

ମୁମ୍ବାଇ: ଆଗକୁ ଆସୁଛି ବଲିଉଡ଼ ଅଭିନେତା ସଲମାନ ଖାଁ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଅଭିନିତ ଫିଲ୍ମ ଟାଇଗର ୩ । ଏହି ଫିଲ୍ମର ରିଲିଜ ତାରିଖ ଯେତେ ପାଖେଇ ଆସୁଛି ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ସେତେ ବଢିବାରେ ଲାଗିଛିି । ଏହି ଫିଲ୍ମ ଦୀପାବଳି ଅବସରରେ ରିଲିଜ ହେବାକୁ ଯାଉଛି ।…

୭୦ ବର୍ଷ ବୟସରେ ପାଦ ଦେଲେ ରେଖା

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖା ୭୦ ବର୍ଷରେ ପାଦ ଦେଇଛନ୍ତି । ସେ ଆଜି ତାଙ୍କ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ସୋସିଆଲ ମିଡ଼ିଆରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ୧୯୫୪ ମସିହା ଅକ୍ଟୋବର ୧୦ ତାରିଖରେ ଚେନ୍ନାଇରେ ଜନ୍ମଗ୍ରହଣ…

ଡକାୟତି ଉଦ୍ୟମ ପଣ୍ଡ, ପିସ୍ତଲ ସହ ତିନି ଡକାୟତ ଗିରଫ

ବରଗଡ଼: ଟାଉନ ଥାନା ପୋଲିସର ବଡ଼ ସଫଳତା। ସୋମବାର ସନ୍ଧ୍ୟାରେ ବରଗଡ଼ ଜିରା ନଦୀ ପାଖରେ ଏକ ଡକାୟତ ଦଳ ଡକାୟତି ପାଇଁ ପ୍ଲାନ୍ କରୁଥିବା ବେଳେ ବରଗଡ ପୋଲିସକୁ ସୂଚନା ମିଳିଥିଲା। ବରଗଡ଼ ଏସପି ପ୍ରହଲ୍ଲାଦ ସହାଇ ମିନାଙ୍କ ନିର୍ଦ୍ଦେଶ କ୍ରମେ ଡକାୟତ ଦଳକୁ ଧରିବା ପାଇଁ ବରଗଡ଼ ଟାଉନ ଥାନାର ଏକ…