ମାଓ ଅପରେଶନବେଳେ ଲାଣ୍ଡମାଇନ ଠାବ: ଅଳ୍ପକେ ବର୍ତ୍ତିରେ ଯବାନ
ମାଲକାନଗିରି:ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ସୁରକ୍ଷା କର୍ମୀ । କମ୍ବିଂ ଅପରେଶନବେଳେ ଯାଉଥିବାବେଳେ ଠାବ ହେଲା ଲାଣ୍ଡମାଇନ । ଯବାନଙ୍କୁ ଟାର୍ଗେଟ କରି ବିଛାଇଥିଲେ ମାଓବାଦୀ । ଏମିତି ଘଟଣା ଘଟିଛି ମାଲକାନଗିରି ଜିଲା ପଡ଼ିଆ ଥାନା ଅନ୍ତର୍ଗତ ମାଟେରୁ ପଂଚାୟତର କମାରଗୁଡ଼ା ଜଙ୍ଗଲରେ…