ଗ୍ରେଟାଙ୍କୁ ବିବାହ କଲେ ମାର୍ଶ
ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟର ବିସ୍ଫୋରକ ଅଲରାଉଣ୍ଡର ମିଚେଲ ମାର୍ଶ ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ଦୀର୍ଘ ଦିନର ବାନ୍ଧବୀ ଗ୍ରେଟା ମ୍ୟାକଙ୍କୁ ବିବାହ କରିଛନ୍ତି । ବିବାହ ପାଇଁ ସେ ଆଇପିଏଲ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । କିଛି ଦିନ ପତ୍ନୀଙ୍କ ସହ ସମୟ…