ଭାଷା ଭାଗବତ : ପାର୍ଥକ୍ଯ ଓ ସାଦୃଶ୍ୟ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଦୁଇଟି ଭାଷାର ମଧ୍ୟରେ
ଅଳ୍ପ ପାର୍ଥକ୍ଯ ଥାଇପାରେ
ତାହାକୁ କରିଲେ ପ୍ରଧାନ
ହୁଏନି କାହାର ଉତ୍ଥାନ
ସାଦୃଶ୍ୟ କରିଲେ କଳନା
ସତ୍ୟତା ପଡ଼େ ଶୀଘ୍ର ଜଣା
ଆମ ଦେଶର ଭାଷାବଳି
ସାଦୃଶ୍ୟ ବୁଝି ଥାଂତି ଚଳି
ସାମାନ୍ୟ ଆଂଚଳିକ ଭେଦ…