‘ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ: ପ୍ରତି ଗାଁକୁ ମିଳିବ ୧୦ ଲକ୍ଷ ଟଙ୍କା
ଭୁବନେଶ୍ୱର: ଗାଁରେ ମିଳିବ ଇଣ୍ଟରନେଟ୍ ସଂଯୋଗ । ହେବ ବିଜ୍ଞାନ ପାର୍କ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking ସୁବିଧା ବି ମିଳିବ। ହସିବ ଗାଁ । ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର…