୧୨ ଶହ ନକଲି ସାର୍ଟିଫିକେଟ ବିକିଛି ମନୋଜ ମିଶ୍ର: ଏବେ ସରକାରୀ ଚାକିରିଆଙ୍କ ଉପରେ କ୍ରାଇମବ୍ରାଞ୍ଚର ନଜର
ଭୁବନେଶ୍ୱର:ନକଲି ସାର୍ଟିଫିକେଟ ମାମଲାର ଚେର କ୍ରାଇମ ବ୍ରାଞ୍ଚ ଯେତେ ଖୋଳୁଛି ସେତେ ଲମ୍ବି ଚାଲିଛି । ଜାଲ୍ ସାର୍ଟିଫିକେଟ୍ ନେଇ ପ୍ରାୟ ୨୦୦ ଜଣ ଚାକିରି କରିଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ର ସୂଚନା ଦେଇଥିଲେ । ହେଲେ ଏହି ମାମଲାରେ ଗିରଫ ହୋଇଥିବା ମନୋଜ ମିଶ୍ର…