Latest Odisha News

BREAKING NEWS

ଆଜି ଓଡିଶା ପାଳୁଛି ମାଣ୍ଡିଆ ଦିବସ

ଭୁବନେଶ୍ଵର: ଆଜି ମାଣ୍ଡିଆ ଦିବସ । ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ । ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ୨୦୧୭ରେ ଆରମ୍ଭ କରିଥିଲେ ମିଲେଟ ମିଶନ । ପ୍ରଥମେ ରାଜ୍ୟର ୭ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ମିଲେଟ ମିଶନ ଏବେ ସମସ୍ତ ୩୦ ଜିଲ୍ଲାର ୧୭୭ ବ୍ଲକରେ କାର୍ଯ୍ୟକାରୀ ହେଉଛି । ଦେଶର…

ତେଲକୋଇରୁ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ, କାରଣ ଅସ୍ପଷ୍ଟ

କେନ୍ଦୁଝର: ଥମିବାର ନାଁ ନେଉନାହିଁ ହାତୀ ମୃତ୍ୟୁ ମାମଲା । ତେଲକୋଇରୁ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ । କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଜଗମୋହନପୁର ଫରେଷ୍ଟ ବିଟ ସଲେଇକନା ଭାଡିମରା ସାହି ନିକଟ ଏକ କାଜୁ ବଗିଚା ପାଖ ଚାଷ ଜମିରୁ ଆଜି ସକାଳୁ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ…

ରାଜ୍ୟରେ ୧୫ ଡିଗ୍ରୀ ତଳେ ୭ସହରର ରାତି ତାପମାତ୍ରା : ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ  । ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି  । ଯାହାର ପ୍ରଭାବରେ  କିଛି ସ୍ଥାନରେ ପାରଦ ଖସିବାରେ ଲାଗିଛି। ଅନେକ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଛି  । ରାଜ୍ୟରେ ୧୫ ଡିଗ୍ରୀ ତଳେ ରହିଛି ୭ ସହରର…

ଆଜି ଧନତେରାସ, ସୁନା ଦୋକାନରେ ପ୍ରବଳ ଭିଡ

ଭୁବନେଶ୍ଵର; ଆଜି କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ । ଆଜିର ତିଥିରେ ପାଳନ ହୋଇଥାଏ ଧନତେରାସ । ଆୟୁର୍ବେଦର ରଚୟିତା ଭଗବାନ ଧନ୍ଵନ୍ତରୀଙ୍କୁ ଆଜି ପୂଜା କରାଯାଏ । ହିନ୍ଦୁ ଧର୍ମରେ ଏହି ପବିତ୍ର ଦିନକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ । ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ…

ଶରୀର ପାଇଁ କେଉଁ ଫଳ ଲାଭଦାୟକ ?

ନୂଆଦିଲ୍ଲୀ : ଆଜି କାଲିକା ସମୟରେ ସୁସ୍ଥ ଜୀବନଶୈଳୀ ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଛି । କିଏ ସୁସ୍ଥ ରହିବାକୁ ସକାଳେ ଫଳ ଖାଏ ତ ଆଉ କିଏ ବିଭିନ୍ନ ପୋଷକ ଯୁକ୍ତ ଖାଦ୍ୟକୁ ନିଜ ସକାଳ ଜଳଖିଆରେ ସାମିଲ କରନ୍ତି । ଆସନ୍ତୁ ଜାଣିବା କେଉଁ ସବୁ ଫଳ ଆମ ସ୍ବାସ୍ଥ୍ୟ ଉପଯୋଗୀ । ଅନେକ ଫଳ ରହିଛି ,…

ବଦ୍ରିନାଥ ଧାମରେ ଭଗବାନଙ୍କ ନିକଟରେ କାହିଁକି ବାଜେନି ଶଙ୍ଖ : କଣ ରହିଛି ପୌରାଣିକ ମତ, ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ : ଭାରତରେ ଅନେକ ମନ୍ଦିର ରହିଛି । ବର୍ଷସାରା ଏଠାକୁ ଶହ ଶହ ପର୍ଯ୍ୟଟକଙ୍କର ସୁଅ ଛୁଟେ  । ଆସନ୍ତୁ ଆଜି ଜାଣିବା ବଦ୍ରିନାଥ ମନ୍ଦିର ସମ୍ପର୍କରେ କିଛି ଅଜଣା ତଥ୍ୟ । ଦେଶରେ ୪ ଧାମ ରହିଛି  । ଯାହା ମଧ୍ୟରେ ରହିଛି ବଦ୍ରିନାଥ ଧାମ  । ଦୁନିଆରେ ଅନେକ ହିନ୍ଦୁ ମନ୍ଦିର ରହିଛି  ।…

ନନ୍ଦନକାନନରେ ଆଖି ବୁଜିଲା ସିଂହୀ ‘ବିନି’: ୫ ଦିନ ଧରି ଅସୁ୍ସ୍ଥ ଥିଲା

ଭୁବନେଶ୍ୱର:୫ ଦିନ ଧରି ଅସୁସ୍ଥ ଥିବା ବିନି ଆଖି ବୁଜିଲା ।ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଇସ୍ରାଏଲି ସିଂହୀ ବିନିର ବୟସାଧିକ କାରଣରୁ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାକୁ ୧୬ ବର୍ଷ ହୋଇଥିଲା । ବିନି ଗତ ୫ ତାରିଖରୁ ଅସୁସ୍ଥ ଥିଲା । ୩ ଜଣିଆ ଡାକ୍ତରୀ ଟମ ତାର ଚିକିତ୍ସା…

ସାଙ୍ଗ ଜନ୍ମଦିନକୁ ଯାଇଥିଲେ, ୮ ଦିନ ପରେ ନଈକୂଳରୁ ମିଳିଲା ମୃତଦେହ

ମାଲକାନଗିରି: ସାଙ୍ଗ ଜନ୍ମଦିନରେ କେକ କାଟିବାକୁ ଯାଇ ଘରକୁ ଫେରି ନ ଥିଲେ ୨୨ ବର୍ଷର ଯୁବକ । ଅନେକ ଆଡ ଖୋଜାଖୋଜି କଲେ । ପୋଲିସରେ ଏଫଆଇଆର ରୁଜୁ କଲେ । ହେଲେ କେଉଁଠୁ କିଛି ସୂଚନା ମିଳି ନ ଥିଲା । ଘର କାନ୍ଦ ବୋବାଳିରେ ଫାଟି ପଡୁଥିଲା । ୮ ଦିନ ପରେ ମିଳିଲା ଯୁବକଙ୍କ ଗଳିତ ମୃତଦେହ ।…

ପ୍ୟାକେଟ ଭାବି ମଣିଷକୁ ଚିପି ଦେଲା ରୋବଟ

ନୂଆଦିଲ୍ଲୀ: ବୈଷୟିକ ଜ୍ଞାନ କୌଣଳର ଅତ୍ୟଧିକ ବ୍ୟବହାର ଆଗାମୀ ଦିନରେ ମାନବ ପ୍ରତି ବିପଦ ସୃଷ୍ଟି କରିବ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଦକ୍ଷିଣ କୋରିଆରେ ଏ ସମ୍ପର୍କୀତ ଏକ ଅଭାବନୀୟ ଘଟଣା ଘଟିଛି । ୟୋଙ୍ଗସାଙ୍ଗର ଏକ କୃଷି ଉତ୍ପାଦନ ବିତରଣ କେନ୍ଦ୍ରରେ କାର୍ଯ୍ୟକୁ ସହଜ କରିବା…

ଆନନ୍ଦ ପଣ୍ଡିତଙ୍କ ଆକ୍ସନ ଫିଲ୍ମରେ ଟାଇଗର

ମୁମ୍ବାଇ:ବଲିଉଡର ଆକ୍ସନ ଓ ଡ୍ୟାନ୍ସିଂ ଷ୍ଟାର ଟାଇଗର ଶ୍ରଫଙ୍କ କିଛି ଫିଲ୍ମ ଏବେ ବକ୍ସ ଅଫିସରେ ଭଲ ବ୍ୟବସାୟ କରି ନାହିଁ । ତଥାପି ଏହି ଆକ୍ସନ ଷ୍ଟାରଙ୍କ ଚାହିଦା କମି ନାହିଁ । ପ୍ରତିଷ୍ଠିତ ନିର୍ମାତା ଆନନ୍ଦ ପଣ୍ଡିତ ଓ ପରାଗ ସାଁଘବୀ ତାଙ୍କୁ ଆଗାମୀ ଫିଲ୍ମ ପାଇଁ ସାଇନ କରିଛନ୍ତି । ଏହି…