ଭାଷା ଭାଗବତ : ଜ୍ଞାନ ପ୍ରୟୋଗ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଯାହା ମଥାରେ ଥାଏ ଜ୍ଞାନ
ଯଦି ତାହାର ଆଚରଣ
ନ ହୁଏ କେବେ ପ୍ରୀତିପୂର୍ଣ
ସେ ସତେ ଅଟଇ ଅଜ୍ଞାନ
ଜ୍ଞାନକୁ ନିଜସ୍ୱ ସଂପତ୍ତି
ବୋଲି ଭାବିଲେ ଅଜ୍ଞ ବ୍ୟକ୍ତି
କରିଚାଲେ କେବଳ କ୍ଷତି
ହୁଏନି ତା'ର କ୍ରମୋନ୍ନତି
ଜ୍ଞାନ କରିଲେ ଉଚ୍ଚାରଣ…