ସୁଲତାନ ଜୋହର କପ ହକି: ଭାରତୀୟ ଟିମରେ ୩ ଓଡିଆ
ଭୁବନେଶ୍ୱର: ମାଲେସିଆରେ ହେବାକୁ ଥିବା ସୁଲତାନ ଜୋହର କପ ହକି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଘୋଷିତ ଟିମରେ ଓଡିଶାର ୩ଜଣ ଖେଳାଳିଙ୍କୁ ସୁଯୋଗ ମିଳିଛିି । ଏହି ୩ଜଣ ହେଲେ ଅମନଦୀପ ଲାକ୍ରା, ସୁନୀଲ ଜୋଜୋ ଓ ସୁନୀତ ଲାକ୍ରା । ଉତମ ସିଂ ଦଳର ନେତୃତ୍ୱ ନେବେ । ଜୋହର ବାହରୁରେ ଏହି ଜୁନିୟର…