Latest Odisha News

BREAKING NEWS

ସ୍ତ୍ରୀଙ୍କ ମୃତ୍ୟୁ ପରେ ଚାଲିଗଲେ ସ୍ୱାମୀ, ପରଲୋକରେ ବିଶିଷ୍ଟ ଶ୍ରମିକ ସଂଗଠନ ନେତା ଘନଶ୍ୟାମ ଜେନା

ଭଦ୍ରକ: ସର୍ବ ଭାରତୀୟ ଏଫସିଆଇ ଶ୍ରମିକ ସଂଗଠନର ନେତା ଘନଶ୍ୟାମ ଜେନାଙ୍କ ଦେହାନ୍ତ। ଗତକାଲି ତାଙ୍କ ଧର୍ମପତ୍ନୀ ହେମଲତାଙ୍କ ୯୦ ବର୍ଷ ବୟସରେ ତାଙ୍କ ପୈତୃକ ଘର ଧାମନଗର ବ୍ଲକ ଦୋବଳଠାରେ ଦେହାନ୍ତ ହୋଇଛି। ସ୍ତ୍ରୀଙ୍କ ଦେହାନ୍ତରେ ଭାଙ୍ଗିପଡିଲେ ଶ୍ରମିକ ନେତା ଘନଶ୍ୟାମ ଜେନା। ସ୍ତ୍ରୀଙ୍କ…

ଜଙ୍ଗଲ ଭିତରୁ ଏକ ମାସର ଶିଶୁକନ୍ୟା ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଗାଉଗାଢ଼ିଆ ନିକଟ ଜଙ୍ଗଲ ଭିତରୁ ଏକ ମାସର ଶିଶୁକନ୍ୟା ଉଦ୍ଧାର କରାଯାଇଛି। ଜଙ୍ଗଲକୁ ପତ୍ର ପାଇଁ ଯାଇଥିବା କିଛି ମହିଳା ଶିଶୁକନ୍ୟାକୁ ଦେଖିଥିଲେ। ଶିଶୁକନ୍ୟାଟି ପ୍ରାୟ ମାସକର ହେବ। ସ୍ଥାନୀୟ କିଛି ମହିଳା ଜଙ୍ଗଲକୁ…

ନିର୍ବାଚନ ଜିତିବାକୁ ଏମପିରେ ‘ମାଗଣା’ ଲଢେଇ!

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହେବା ସହ ରାଜନୀତି ଚଳଚଂଚଳ ହୋଇଛି। ନିର୍ବାଚନର ବହୁ ପୂର୍ବରୁ ରାଜନୈତିକ ଦଳଗୁଡିକ ପ୍ରଚାର ପ୍ରସାର ଆରମ୍ଭ କରିସାରିଛନ୍ତି। କିନ୍ତୁ ଏବେ ନିର୍ବାଚନ ତାରିଖ ଘୋଷଣା ପରେ କେଉଁ ରାଜ୍ୟରେ ରାଜନୈତିକ ସ୍ଥିତି କଣ ହେବ ତାକୁ ନେଇ…

ତଲସରାରେ ବିଜେଡି, ବିଜେପି ସହ ହେବ ପ୍ରବୋଧଙ୍କ ଟକ୍କର!

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲାର ଅନ୍ୟତମ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବେ ତଲସରାକୁ ଗଣାଯାଏ। ଆଦିବାସୀ ବହୁଳ ଏହି ଅଞ୍ଚଳରେ କଂଗ୍ରେସର ଦବଦବା ଦେଖିବାକୁ ମିଳେ। କିନ୍ତୁ ବହୁ ବର୍ଷର ଏହି ଟ୍ରେଣ୍ଡକୁ ଭାଙ୍ଗି ଗତ ନିର୍ବାଚନରେ ବିଜେପି ଏହି ସିଟରେ ବିଜୟ ଲାଭ କରିଛି। ୨୦୧୯ ନିର୍ବାଚନରେ…

ଭାରତ ବିରୋଧୀ ବିବାଦୀୟ ଟୁଇଟ ନେଇ ବିଶ୍ୱକପରୁ ବିଦା ହେଲେ ପାକିସ୍ତାନ ଆଙ୍କର ଜୈନବ ଆବାସ

ନୂଆଦିଲ୍ଲୀ: ଭାରତରେ ଦିନିକିଆ କ୍ରିକେଟ ବିଶ୍ୱକପ ଆୟୋଜିତ ହେଉଛି । ଏଥିପାଇଁ ପାକିସ୍ତାନର ଟିମ ବ୍ୟତୀତ ବିଶେଷଜ୍ଞ, ପ୍ରଶଂସକ ଓ ଆଙ୍କର ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି । ଏହା ମଧ୍ୟରେ ଏକ ବିବାଦୀୟ ଖବର ସମ୍ମୁଖକୁ ଆସିଛି । ପାକିସ୍ତାନର ଲୋକପ୍ରିୟ ଆଙ୍କର ଜୈନବ ଆବାସଙ୍କୁ ବିଶ୍ୱକପ…

ଖୋ ଖୋ ସିରିଜ: ଆନ୍ଧ୍ର ବିପକ୍ଷରେ ଓଡିଶା ୨-୦ରେ ଅଗ୍ରଣୀ

ପୁରୀ: ତାଳବଣିଆସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପ୍ରସ୍ତୁତିମୂଳକ ଅଭ୍ୟାସ ସିରିଜ ଆୟୋଜିତ ହେଉଛି । ସୋମବାର ଅନୁଷ୍ଠିତ ୨ଟି ଯାକ ମୁକାବିଲାରେ ଓଡିଶା ବିଜୟ ହାସଲ କରିଛି । ଓଭରାଲ ୬ଟି ମ୍ୟାଚ ଖେଳାଯିବ । ଓଡିଶା ଦଳର ନେତୃତ୍ୱ ଦେବେଳ ନାଥ ନେଇଥିବା ବେଳେ…

କୁଇ ଓ ଦେଶିଆ ଭାଷା ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ କୁଇ ଓ ଦେଶିଆ ଭାଷା ଉପରେ ତିନିଦିନିଆ ପରିବର୍ତ୍ତନଶୀଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ। କୋରାପୁଟ ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ସଶକ୍ତ କରିବା ଏବଂ କୁଇ ଓ ଦେଶିଆ…

ଗୁଣପୁର ସଦର ମହକୁମଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଗୁଣପୁର: ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଗୁଣପୁର ଉପଖଣ୍ଡ ସଦର ମହକୁମା ସ୍ଥିତ ଉପଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ…

ବିଶ୍ୱର ସବୁଠାରୁ ନିଷ୍ଠୁର ମହିଳା ହେଉଛନ୍ତି କିମ ଜୋଙ୍ଗଙ୍କ ଭଉଣୀ

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ନିଷ୍ଠୁର ମହିଳା କିଏ ଜାଣନ୍ତି ? ବିଶ୍ୱର ସବୁଠାରୁ ଖତରନାକ ମହିଳା ହେଉଛନ୍ତି ଉତ୍ତର କୋରିଆର ଶାସକ କିମ ଉନ ଜୋଙ୍ଗଙ୍କ ସାନ ଭଉଣୀ କିମ ୟୋ ଜୋଙ୍ଗ । ଏକଥା ଆମେ କହୁନୁ । ଏକଥା କହୁଛି ‘ଦ ସିଷ୍ଟର’ ପୁସ୍ତକ । ନିକଟରେ ଏହି ପୁସ୍ତକ ସାମ୍ନାକୁ ଆସିଛି ।ଏହି…