କ୍ୟାରିୟରରେ ରେକର୍ଡ ଷଷ୍ଠ ବିଶ୍ୱକପ ଖେଳିବେ ରୋନାଲ୍ଡୋ
ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ ପାଇଁ ପର୍ତୁଗାଲ ଦଳର ଘୋଷଣା କରାଯାଇଛି । ଦଳର ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ବିଶ୍ୱର ପ୍ରଥମ ଖେଳାଳି ଭାବେ ଷଷ୍ଠ ବିଶ୍ୱକପ ଖେଳିବେ । ପର୍ତୁଗାଲ ଗ୍ରୁପ କେରେ ସ୍ଥାନ ପାଇଛି । ଏହି ଗ୍ରୁପରେ ଡିଆର କଙ୍ଗୋ, କଲମ୍ବିଆ ଓ ଉଜବେକିସ୍ତାନ ରହିଛନ୍ତି ।…