Latest Odisha News

BREAKING NEWS

୯ଟି ଟ୍ରେନ ରହଣି ଦାବିରେ ଆନ୍ଦୋଳନ; ଆଜି ବେଲପାହାଡ଼ ବନ୍ଦ

ଝାରସୁଗୁଡ଼ା : ଆଜି ବେଲପାହାଡ଼ ବନ୍ଦ । ବେଲପାହାଡ଼ ରେଳ ଷ୍ଟେସନରେ ଲାଗିଛି ୧୪୪ ଧାରା । ବେଲପାହାଡ ଲଖନପୁର ରେଳ ୟୁଜର ଫୋରମ ପକ୍ଷରୁ ରେଳ ରୋକ ଆନ୍ଦୋଳନ କରାଯାଇଛି । ଏହି ଆନ୍ଦେଳନ ସକାଳ ୭ଟାରୁ ଆରମ୍ଭ ହୋଇଛି । ବେଲପାହାଡ ରେଳ ଷ୍ଟେସନରେ ୯ଟି ଟ୍ରେନର ରହଣି ଦାବିରେ ଏହି ପ୍ରତିବାଦ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ନିରୂ ଚା’ଧରି ଭିତରକୁ ପଶି ଆସି ଲକ୍ଷ୍ୟ କଲା, ଦୁଇଜଣ ଅପରିଚିତ ବ୍ୟକ୍ତିଙ୍କର ପ୍ରଥମ ପରିଚୟ ସମୟରେ ଯେମିତି କଥାର୍ବାା ମଝିରେ ଠାଏଁ ଠାଏଁ ନୀରବତା ସୃଷ୍ଟି ହୁଏ; ସେମିତି ଏ ଉଭୟେ ବସିଛନ୍ତି । ଦିହିଁଙ୍କୁ ସଚେତନ…

କବିତା : ଏମାନେ ସବୁ କିଏ ?

ଗଜାନନ ମିଶ୍ର ଏମାନେ ସବୁ କିଏ ? କେଉଁଆଡୁ କେଉଁଆଡକୁ କରୁଛନ୍ତି ଯା'ଆସ? କ'ଣ ସବୁ ଉଦ୍ଦେଶ୍ୟ? ସବୁ ଏମାନେ କିଏ? ଅଛନ୍ତି କି ଆରାମରେ? ଲାଭାଲାଭର ହିସାବ ବାହାରେ ଗୋଟିଏ ଗୋଟିଏ! ଏମାନଙ୍କର ସଂଖ୍ୟା କେତେ? ଏମାନେ ସବୁ କିଏ ସତେ! ଭୂତ ଭଳି ଦିଶୁଛନ୍ତି ଭୂତ ହୋଇ…

ତୁଳସୀ ପତ୍ର ପାଣି ପିଇବା ଦ୍ୱାରା ଦୂର ହୋଇଥାଏ ଏହିସବୁ ରୋଗ…

ସକାଳୁ ସକାଳୁ ଆମେ କିଛି ପାନୀୟ ଗ୍ରହଣ କରିଥାଉ । ଯେପରିକି କିଛି ଲୋକଙ୍କର ଚା’ କିମ୍ବା କଫି ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି । ବିଶେଷଜ୍ଞ ମାନେ ମଧ୍ୟ ସକାଳେ ଖାଲି ପେଟରେ ଏପରି କିଛି ଖାଦ୍ୟ ପାନୀୟ ସେବନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥାଆନ୍ତି । ଯାହା ଶରୀରକୁ ପୋଷଣ ପ୍ରଦାନ…

ଭାଷା ଭାଗବତ : ଅତୀତ ସହିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ' ଫେରିପାଇଲେ ପୂର୍ବାବସ୍ଥା ଘଟିବନାହିଁ ଦୁରବସ୍ଥା ' ଏପରି ଭାବନା ଓ ଚିଂତା ବଢ଼ାଇଥାଏ ଅସ୍ଥିରତା ଶୈଶବ ଯିବା ପରେ ବିତି ଯୌବନେ ତା ପ୍ରତି ଆସକ୍ତି ମନରେ ପୋଷେ ଯଦି ବ୍ୟକ୍ତି ବୁଢ଼ା ହୋଇଲେ ସହେ କ୍ଷତି ପରିବର୍ତିତ ଘନଘନ ହେଲେ ହେଁ…

ସିରିଜ ଜିତି ଭାରତର ବିଶ୍ୱ ରେକର୍ଡ ଭାଙ୍ଗିଲା ଅଷ୍ଟ୍ରେଲିଆ

ଚେନ୍ନାଇ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ  ସିରିଜର ତୃତୀୟ ମ୍ୟାଚ୍ ଚେନ୍ନାଇରେ ଖେଳାଯାଇଥିଲା । ଭ୍ରମଣକାରୀ ଦଳ ଏହି ମ୍ୟାଚକୁ ୨୧ ରନରେ ଜିତି ନେଇଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ୨-୧ ବ୍ୟବଧାନରେ ସିରିଜ୍ ଜିତିଛି। ଚଳିତ ବର୍ଷ ଏହା ଭାରତୀୟ ଦଳର ପ୍ରଥମ ଦିନିକିଆ…

ଆତ୍ମହତ୍ୟା ପୂର୍ବରୁ ପ୍ରେମିକାକୁ ଡିଜେ ଆଜେକ୍ସ ଏପରି କିଛି ଇ-ମେଲରେ ଲେଖିଥିଲେ…

ଭୁବନେଶ୍ୱର: ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ରହସ୍ୟଜନକ ମୃତ୍ୟୁର ଦିନକ ପରେ ଏକ ଇମେଲ ତାଙ୍କ ଇମେଲରୁ ପ୍ରେମିକାଙ୍କ ନିକଟକୁ ଯାଇଛି। ଯେଉଁଥିରେ ଆଜେକ୍ସଙ୍କ ଫଟୋ ଓ କିଛି ଭଏସ ମେସେଜ ରହିଛି। ଏବେ ତଥାକଥିତ ପ୍ରେମିକା ଜିଜ୍ଞାସାଙ୍କୁ ଆଜେକ୍ସ ଇମେଲ୍ କରିବା ଘଟଣା ସମଗ୍ର…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ

ଯାଜପୁର: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କୁ ବୁଧବାର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଜାନକୀ ବିଶ୍ୱାଳ ଆଜୀବନ ସଶ୍ରମ କାରାଦଣ୍ଡ (୨୦ ବର୍ଷ)ରେ ଦଣ୍ଡିତ କରିଛନ୍ତି। ଅକ୍ଟୋବର ୩୧, ୨୦୧୯ରେ ନାବାଳିକା ଜଣଙ୍କ ଘରୁ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଶ ପରମ୍ପରା ଆଲୋଚନା ଅବସରରେ ଆମେ ପର୍ଯ୍ୟାୟକ୍ରମରେ ଜାଣିଲେ ।କିଛି ଦୈନିକ ବେଶ, କିଛି ବର୍ଷ ମଧ୍ୟରେ ପଡୁଥିବା ବିଭିନ୍ନ ପର୍ବ ପର୍ବାଣୀ ଆଧାରିତ ବେଶ ଓ ଶେଷରେ…

୧୧ ହଜାର ୭୧୦ଟି ସ୍କୁଲରେ ଏବେ ବି ବିଜୁଳି ସଂଯୋଗ ହୋଇନି: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ୧୧ ହଜାର ୭୧୦ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଏଯାଏ ବିଜୁଳି କିମ୍ବା ସୋଲାର ପ୍ୟାନେଲ ସଂଯୋଗ ହୋଇ ନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହା କୁହାଯାଇଛି। ବିଧାନସଭାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି।…