ଗାଁ ଦାଣ୍ଡରେ ସରପଞ୍ଚଙ୍କୁ ଗୋଡାଇ ଗୋଡାଇ ପିଟିଲେ ଗ୍ରାମବାସୀ, ଭିଡିଓ ଭାଇରାଲ
ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ବୋଦୁଅ ପଞ୍ଚାୟତ କନ୍ତିଆ ଗାଁରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସ୍ୱାଇଁ ସାହି ଛକ ନିକଟରେ ସରପଞ୍ଚଙ୍କୁ ଗୋଡେଇ ଗୋଡେଇ ପିଟିଛନ୍ତି ଗ୍ରାମବାସୀ। ମାଡ ଖାଇଥିବା ସରପଞ୍ଚ ଜଣକ ଦେବୀ ପ୍ରସାଦ ମିଶ୍ର ବୋଲି ଜଣାପଡିଛି । ମାଡ ମାରିବା ସହ ମୋବାଇଲରେ…