Latest Odisha News

BREAKING NEWS

ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କୁ ପୁରୀରେ କଳାପତାକା ପ୍ରଦର୍ଶନ

ପୁରୀ: ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସମୀର ରଞ୍ଜନ ଦାସ ରବିବାର ନିଜ ନିର୍ବାଚନ ମଣ୍ଡଳୀ ନିମାପଡା ଗସ୍ତରେ ଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କଳାପତାକା ପ୍ରଦର୍ଶନ କରିଛନ୍ତି। ଆଜି ସକାଳେ ଜିଲ୍ଲାର ଗୋପ ବ୍ଲକ୍ ଅନ୍ତର୍ଗତ ବେଦପୁର ଠାରେ ଏକ ପ୍ରକଳ୍ପର ଉଦଘାଟନ ପାଇଁ ସମୀର…

ଜମ୍ମୁ କଶ୍ମୀରରେ ୫ ଜଣ ‘ହାଇବ୍ରିଡ୍’ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଭାରତୀୟ ସୁରକ୍ଷା ବାହିନୀ ରବିବାର ଜମ୍ମୁ-କଶ୍ମୀରରେ ୫ ଜଣ 'ହାଇବ୍ରିଡ୍' ଆତଙ୍କବାଦୀଙ୍କୁ ଗିରଫ କରିବା ସହ ୨ଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିବା ସହ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରିଛି। ଆଦିଲ ହୁସେନ ବନି, ସୁହେଲ ଅହମ୍ମଦ ଡାର, ଐତମାଦ ଅହମ୍ମଦ ଲାବେ, ମେହରାଜ…

ଇନ୍ଦୋରରେ ଭ୍ରମଣକାରୀ ଦଳକୁ ୯୯ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ: ରବିବାର ଇନ୍ଦୋରର ହୋଲକର କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ୯୯ ରନ୍ (ଡିଏଲଏସ ମେଥଡ)ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଗୋଟିଏ ମ୍ୟାଚ୍ ବାକି ଥାଇ ୨-୦ରେ ଶୃଙ୍ଖଳା ହାତେଇ ନେଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ୫ ଓ୍ୱିକେଟ୍ ହରାଇ…

ରାଜଧାନୀରେ ଅଘଟଣ, ପୋଖରୀରେ ବୁଡି ୨ ଛାତ୍ର ମୃତ

ଭୁବନେଶ୍ୱର: ପୋଖରୀପୁଟରେ ଅଘଟଣ। ପୋଖରୀରେ ବୁଡ଼ିଗଲେ ଦଶମ ଶ୍ରେଣୀର ଦୁଇ ଜଣ ଛାତ୍ର। ପୋଖରୀରେ ଗାଧୋଉଥିବା ବେଳେ ସେଥିରୁ ଦୁଇ ଜଣ ବୁଡିଯାଇଥିବା ସୂଚନା ମିଳିଛି। ସେମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ…

ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ ଆରମ୍ଭ ହେବ କଂଗ୍ରେସର ପଦଯାତ୍ରା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଅକ୍ଟୋବର ମାସ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ କଂଗ୍ରେସ ପଦଯାତ୍ରା କରିବ। ଏନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଆହୁତ ଏକ ସାମ୍ବାଦିକ ସମ୍ମିଳିନୀରେ ସାମ୍ବାଦିକମାନଙ୍କୁ ସମ୍ବୋଦିତ କରି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ସୂଚନା…

ଏସିଆନ ଗେମ୍ସ: ୧୩ ବର୍ଷ ପରେ ଫୁଟବଲ ପ୍ରି କ୍ୱାର୍ଟରରେ ପ୍ରବେଶ କଲା ଭାରତ

ହାଙ୍ଗଝୋଉ: ଭାରତୀୟ ଫୁଟବଲ ଟିମ ୧୩ ବର୍ଷ ପରେ ଏସିଆନ ଗେମ୍ସର ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ରବିବାର ଭାରତ ଚମତ୍କାର ପ୍ରଦର୍ଶନ କରି ମ୍ୟାନମାର ସହ ମ୍ୟାଚ ୧-୧ରେ ଡ୍ର ରଖିଥିଲା । ୨୩ତମ ଦଳର ଷ୍ଟାର ଖେଳାଳି ସୁନୀଲ ଛେତ୍ରୀ ଭାରତ ପକ୍ଷରୁ ଏକମାତ୍ର ଗୋଲଟି ସ୍କୋର କରିଥିଲେ ।…

ଇନ୍ଦୋରରେ ଆୟୋଜନ ହେବ ‘ଇଣ୍ଡିଆ ସ୍ମାର୍ଟ ସିଟିଜ୍ କନକ୍ଲେଭ୍ ୨୦୨୩’

ନୂଆଦିଲ୍ଲୀ: ଇଣ୍ଡିଆ ସ୍ମାର୍ଟ ସିଟିଜ୍ ପୁରସ୍କାର ପ୍ରତିଯୋଗିତା (ଆଇଏସଏସି) ୨୦୨୨ ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେନ୍ଦ୍ରୀୟ ଆବାସ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାର ୨୬-୨୭ ସେପ୍ଟେମ୍ବର ୨୦୨୩ ରେ ବ୍ରିଲିଆଣ୍ଟ କନଭେନ୍ସନ ସେଣ୍ଟର, ଇନ୍ଦୋର…

ନାଗସାପ ଗିଳିଲା ୧୨ ଫୁଟର ଅହିରାଜ

ମୟୂରଭଞ୍ଜ: ଜଣେ ବ୍ୟକ୍ତିଙ୍କ ଘରୁ ୧୨ ଫୁଟର ବିଶାଳ ଅହିରାଜ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ଲାଇଫ୍ ଲାଇନର ସଦସ୍ୟ। ଉଦଳା ବନାଞ୍ଚଳ ଅଧିନ ବଡଖମଣ ଗ୍ରାମର ହମବିର ମୁର୍ମୁଙ୍କ ଘର ଭିତରେ ଏକ ଅହିରାଜ ସାପ ପଶିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଅହିରାଜ ସାପଟି ଘର ଭିତରେ ଚାଳ ନିକଟରେ ଏକ…

ଗଦର ୨ ପରେ ସନୀଙ୍କ ସହ ଫିଲ୍ମ କରିବା ପାଇଁ ନାମୀ ନିର୍ଦ୍ଦେଶକଙ୍କ ଲମ୍ବା ଲାଇନ

ମୁମ୍ବାଇ: ଗଦର ୨ର ସଫଳତା ପରେ ସନୀ ଦେଓଲ ଏବେ ପରିବାର ସହ ଆମେରିକାରେ ଛୁଟି କାଟୁଛନ୍ତି । ରିପୋର୍ଟ ମୁତାବକ ସନୀଙ୍କ ସହ କାମ କରିବା ପାଇଁ ନାମୀ ଦାମୀ ନିର୍ଦ୍ଦେଶକଙ୍କ ଲମ୍ବା ଲାଇନ ଲାଗିଛି । ୬୫ ବର୍ଷ ବୟସରେ ସନୀ ବଲିଉଡ ଇତିହାସର ତୃତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ ଭେଟି ଦେଇଛନ୍ତି ।…

ମୋତେ ହତ୍ୟା କରିବାକୁ ଯୋଜନା କରାଯାଉଛି, ଏମିତି କହିଲେ ଡ଼୍ରାମା କୁଇନ୍ ରାଖୀ ସାୱନ୍ତ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍ ଭାବେ ପରିଚିତ ରାଖି ସାୱନ୍ତ ଅଧିକାଂଶ ସମୟ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନ ହେଉ କି ପ୍ରୋଫେସନାଲ ଜୀବନ, ସବୁବେଳେ ଚର୍ଚ୍ଚାରେ ଥାନ୍ତି ରାଖି । ଏବେ ତାଙ୍କ ଜୀବନ ପ୍ରତି ବିପଦ ରହିଛିି । ମୋତେ ହତ୍ୟା…