ଲକ୍ଡାଉନ ମନୋରଂଜନ : ଘରେ ରହି ପ୍ରସ୍ତୁତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘ଗୃହବନ୍ଦୀ’
ଭୁବନେଶ୍ୱର: ଲକ୍ ଡାଉନ ସମୟରେ ସମସ୍ତେ ଘରେ ବନ୍ଦ । ସିନେମା ହଲ ବନ୍ଦ ଏପଟେ ଟିଭିରେ କୌଣସି ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ନାହିଁ କି ଧାରାବାହିକ ନାହିଁ । ଏହି ସମୟରେ ଘରେ ରହି ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ଚଳଚ୍ଚିତ୍ରର ନାଁ ରହିଛି ‘ଗୃହବନ୍ଦୀ’ । ଚଳଚ୍ଚିତ୍ରଟି ସୋସିଆଲ…