ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଜ୍ୱର ଆସିଲେ ଡାକ୍ତର ଦେଖାନ୍ତୁ
ଭୁବନେଶ୍ୱର: ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ 3 ଦିନ ମଧ୍ୟରେ ବୁର୍ଲା ଭିମସାରରେ 22 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସ୍କ୍ରବ ଟାଇଫସ୍ (Screb typhus) ଏକ ବ୍ୟାକ୍ଟେରିଆ ସଂକ୍ରମଣ ଯାହା ସଂକ୍ରମିତ ଚିଗର (chigger) କୀଟ କାମୁଡିବା ଦ୍ୱାରା…