ଇସ୍ରାଏଲ-ଗାଜା ଯୁଦ୍ଧକୁ ନେଇ ଅର୍ଜେଣ୍ଟ ମିଟିଂ ଡାକିଲେ ଇସଲାମିକ ଦେଶ ସମୂହ
ନୂଆଦିଲ୍ଲୀ: ଇସଲାମିକ ଦେଶର ପ୍ରମୁଖ ରାଷ୍ଟ ଇସ୍ରାଏଲ-ଗାଜା ଯୁଦ୍ଧକୁ ନେଇ ତୁରନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଇସଲାମିକ ସହଯୋଗ ସଂଗଠନ(OIC) ଯୁଦ୍ଧରେ ସୈନ୍ୟବଳ ଏବଂ ଗାଜାରେ ଅସହାୟ ନାଗରିକଙ୍କ ପାଇଁ ବିପଦକୁ ନେଇ ଇସଲାମିକ ଦେଶ ସମୂହ ଚର୍ଚ୍ଚା କରିବେ । ଇସଲାମିକ ସମିଟର…