Latest Odisha News

BREAKING NEWS

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ରୋହିତ ଶର୍ମାଙ୍କୁ ବାବର୍ ଆଜାମଙ୍କ ଓପନ୍ ଚ୍ୟାଲେଞ୍ଜ୍

ନୂଆଦିଲ୍ଲୀ: ଏସିଆ କପରେ ଯେଉଁ ମ୍ୟାଚ୍ ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଥିଲେ, ସେହି ମୁହୂର୍ତ୍ତ ଏବେ ଆସିଯାଇଛି । ଆଜ୍ଞା ହଁ, ଆମେ ଭାରତ-ପାକିସ୍ତାନ ମ୍ୟାଚ୍ ବିଷୟରେ କହୁଛୁ । ବର୍ତ୍ତମାନ ଏସିଆ କପରେ ସୁପର-୪ ମୁକାବିଲା ଚାଲିଛି । ଏହି ସମୟରେ ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ…

ଭୁଲ ପାର୍ଶ୍ୱରେ ଗାଡି ଚଳାଇବା ବିପଦଜନକ, ଦୁର୍ଘଟଣା ଏଡାଇବାକୁ ଓଡ଼ିଶା ପୋଲିସର ସଚେତନତା

ଭୁବନେଶ୍ୱର: ସାରା ରାଜ୍ୟରେ ସଡ଼କ ସୁରକ୍ଷା ନିୟମ କଡାକଡି ଲାଗୁ ହୋଇଛି। ଏଥିଯୋଗୁଁ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ରାଜ୍ୟରେ ସଡକ ଦୁର୍ଘଟଣା ଏଡାଇବାକୁ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଅନେକ ପ୍ରକାରର କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ…

ପୂର୍ବ ଏସିଆର ଲୋକମାନେ କମ ଶୁଅନ୍ତି

ନୂଆଦିଲ୍ଲୀ: ନିକଟରେ କରାଯାଇଥିବା ଏକ ଅଧ୍ୟୟନରେ ସ୍ପଷ୍ଟ ହୋଇଛି ଯେ, ପୂର୍ବ ଏସିଆର ଲୋକମାନେ ୟୁରୋପ ଏବଂ ଅନ୍ୟ ଦେଶ ତୁଳନାରେ କମ ଶୁଅନ୍ତି । ତେବେ ଏହି ରିପୋର୍ଟରେ ନିଦର ଗଣବତା ନେଇ କୌଣସି ତଥ୍ୟ ପ୍ରକାଶ ପାଇ ନାହିଁ । ୩୫ ଦେଶର ଲୋକଙ୍କ ନିଦ ଉପରେ ନ୍ୟାଶନାଲ ୟୁନିଭରସିଟି ଅଫ ସିଙ୍ଗାପୁର ଓ…

ଶରୀର ପାଇଁ ବରଦାନ ରୂପା କଡ଼ା : ପିନ୍ଧିକି ଦେଖନ୍ତୁ ମିଳିବ ଫାଇଦା….

ଭୁବନେଶ୍ବର: ଆଜିକାଲି ହାତରେ କଡ଼ା ପିନ୍ଧିବା ଏକ ଫ୍ୟାସନ ପାଲଟିଛି  ।  ଆମ ଭିତରୁ ଅନେକ ଅଛନ୍ତି  । ଯେଉଁମାନେ ଅଷ୍ଟଧାତୁରେ ତିଆରି ବ୍ରେସଲେଟ୍ କିମ୍ବା କଡ଼ା ପିନ୍ଧିଥାନ୍ତି। କିଛି ଲୋକ କଡ଼ାକୁ କେବଳ ଫ୍ୟାସନ୍ ଭାବରେ ପିନ୍ଧୁଥିବାବେଳେ କିଛି ଲୋକ ଜ୍ୟୋତିଷଙ୍କ ପରାମର୍ଶ ପରେ ଏହାକୁ…

ଅକ୍ଷରଧାମରେ ସ୍ୱାମୀ ନାରାୟଣଙ୍କୁ ଦର୍ଶନ କଲେ ଋଷି ସୁନକ୍

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ସକାଳେ ରାଜଧାନୀ ଦିଲ୍ଲୀ ସ୍ଥିତ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି । ସ୍ତ୍ରୀ ଅକ୍ଷତା ମୂର୍ତ୍ତିଙ୍କ ସହ ଅକ୍ଷରଧାମ ମନ୍ଦିରରେ ରିଷି ସୁନକ ପହଞ୍ଚିଛନ୍ତି । ସେଠାରେ ମନ୍ଦିରରେ ପୂଜା ଓ ଆଳତି କରିଥିଲେ ଦୁହେଁ । ବ୍ରିଟେନ୍…

ୟୁଏସ ଓପନ ଟେନିସ: ଆମେରିକାର କୋକୋ ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ

ୱାଶିଂଟନ: ଆମେରିକାର ଯୁବ ଟେନିସ ଖେଳାଳି କୋକୋ ଗଫ ୟୁଏସ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ୧୯ ବର୍ଷୀୟା ଗଫ ଫାଇନାଲରେ ବେଲାରୁଷର ଏରିନା ସେବଲେଙ୍କାଙ୍କୁ ୨-୬, ୬-୩ ଓ ୬-୨ ସେଟରେ ପରାସ୍ତ କରିଥିଲେ । ୨୦୧୭ ପରେ ପ୍ରଥମ ଆମେରିକୀୟ ଖେଳାଳି ଭାବେ ଗଫ ଟାଇଟଲ ହାସଲ କରିଛନ୍ତି ।…

ଦଶାହରେ କାହିଁକି ଲଣ୍ଡା ହୁଅନ୍ତି ପୁରୁଷ ? କଣ ରହିଛି କାରଣ , ଆସନ୍ତୁ ଜାଣିବା….

ଭୁବନେଶ୍ବର: ହିନ୍ଦୁ ଧର୍ମରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ରୀତିନୀତି ଓ ପରମ୍ପରା ରହିଛି  ।  ମୃତ୍ୟୁ ପରେ ମଧ୍ୟ ମୃତକଙ୍କ ଆତ୍ମା ଶାନ୍ତି ପାଇଁ ୧୩ ଦିନ ପାଳନ କରାଯାଏ । ଅନ୍ତିମ ସଂସ୍କାରରେ ପାଳନ କରାଯିବାକୁ ଥିବା ଅନେକ ନିୟମ ମଧ୍ୟରୁ ଗୋଟିଏ ହେଉଛି ମୁଣ୍ଡନ ହେବା ବା ଚୁଟି କାଟିବା ।…

ବାଲିମେଳା ଜଳଭଣ୍ଡାରରେ ଅଘଟଣ, ଡଙ୍ଗା ବୁଡି ଜଣେ ନିଖୋଜ

କାଲିମେଳା: ବୁଡ଼ିଗଲା ଦେଶୀ ଡଙ୍ଗା, ଜଣେ ନିଖୋଜ। ବାଲିମେଳା ଜଳଭଣ୍ଡାରରେ ଅଘଟଣ । ଦେଶୀ ଡଙ୍ଗା ବୁଡି ଜଣେ ନିଖୋଜ । ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ ରାମଗୁଡା ଗାଁର ୪୭ ବର୍ଷିୟ ରାମଚନ୍ଦ୍ର ମୁଦୁଲି । ସୂଚନା ଅନୁସାରେ, ଗତକାଲି ରାମଚନ୍ଦ୍ର ଗାଁକୁ ଦେଶୀ ଡଙ୍ଗା ସାହାଯ୍ୟରେ ଫେରୁଥିବାବେଳେ…

ଗଞ୍ଜାମ ଶେରଗଡରେ ବିଭତ୍ସ ହତ୍ୟାକାଣ୍ଡ: ବିଜେଡି ନେତାଙ୍କୁ ହତ୍ୟା କରି ବ୍ରିଜ ତଳକୁ ଫିଙ୍ଗି ଦେଲେ ଦୁର୍ବୁତ୍ତ

ଗଞ୍ଜାମ: ଗଞ୍ଜାମ ଶେରଗଡ ଥାନା ନନ୍ଦିନୀ ସେତୁ ନିକଟରେ ଅଭାବନୀୟ ଘଟଣା ଘଟିଛି  । ଯୁବ ବିଜେଡି ନେତାଙ୍କୁ ହତ୍ୟା କରି ବ୍ରିଜ ତଳକୁ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ  । ମୃତକ ମଧୂସୁଦନ ବିଷୋଇ ବୋଲି ଜଣାପଡିଛି  । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଅଘଟଣ ଘଟିଥିବା କୁହାଯାଉଛି  । ଏହି…

କୋର୍ଟରେ ହାଜର ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: କୋର୍ଟରେ ହାଜର ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ରପ୍ରଦେଶର ଦକ୍ଷତା ବିକାଶ ନିଗମ ଦୁର୍ନିତି ମାମଲାରେ ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିଲା ସିଆଇଡି । ଗିରଫର ୨୪ଘଣ୍ଟା ମଧ୍ୟରେ କଡା ସୁରକ୍ଷା…