Latest Odisha News

BREAKING NEWS

ଜି-୨୦ ରାତ୍ରୀ ଭୋଜନରେ ମୁଖ୍ୟମନ୍ତ୍ରୀ ଯୋଗ ନଦେବା ଉପରେ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ବିଜେଡିକୁ ବିଜେପିର ଟାର୍ଗେଟ। ଏଥର ଟାର୍ଗେଟ କରିଛି ଜି-୨୦ ଶିଖର ସମ୍ମିଳନୀକୁ ନେଇ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଆୟୋଜିତ…

ଜି-୨୦ର ଅଧ୍ୟକ୍ଷ ଭାବରେ ଭାରତ ‘ଗ୍ଲୋବାଲ ସାଉଥ’ର ସ୍ଥିତିକୁ ମଜବୁତ କରିଛି: ଭାରତକୁ ଋଷିଆର ପ୍ରଶଂସା

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀ ଇତିମଧ୍ୟରେ ଶେଷ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିସାରିଛନ୍ତି। ଏଥିସହିତ ନଭେମ୍ବର ଶେଷ ଆଡ଼କୁ ଜି-୨୦ ଏକ ଭର୍ଚ୍ଚୁଆଲ ଅଧିବେଶନ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ବି ଦେଇଛନ୍ତି। ଏହି ଜି-୨୦ ର ସଂଯୁକ୍ତ…

ଇଟାଲିଆନ ମଡେଲଙ୍କ ପ୍ରେମରେ ଟାଇଟାନିକ୍ ଅଭିନେତା ଲିଓନାର୍ଡୋ

ମୁମ୍ବାଇ: ହଲିଉଡ଼ ଅଭିନେତା ଲିଓନାର୍ଡୋ ଡ଼ିକାର୍ପିଓ ଏବେ ଖୁବ୍ ଚର୍ଚ୍ଚାରେ । ଏବେ ସେ ଜଣେ ୨୫ ବର୍ଷୀୟା ଇଟାଲିଆନ ମଡ଼େଲଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଇଟାଲିଆନ ମଡ଼େଲ ଭିଟୋରିଆ ସେରେଟି ଓ ୪୮ ବର୍ଷୀୟ ଅଭିନେତା ଲିଓନାର୍ଡ଼ୋ ବାରମ୍ବାର ଏକାଠି ନଜର ଆସୁଛନ୍ତି । କିଛି ଦିନ…

ତୃତୀୟ ଥର ପାଇଁ ମାଆ ହେବେ ଜେନେଲିଆ

ମୁମ୍ବାଇ : ତୃତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଜେନେଲିଆ ଦେଶମୁଖ । ନିକଟରେ ସେ ଏକ ଇଭେଣ୍ଟରେ ନଜର ଆସିଥିଲେ । ଏଥିରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଜେନେଲିଆଙ୍କ ପେଟ ଓ ପୋଷାକ । ସେ ବାରମ୍ବାର ପେଟ ଉପରେ ହାତ ରଖୁଥିବାରୁ ସେ ଗର୍ଭବତୀ ଥିବା ନେଇ ତାଙ୍କ…

ଅଚିହ୍ନା ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଦିନ ଦ୍ଵିପହରେ ଯୁବତୀଙ୍କୁ ଛୁରାମାଡ଼

କଟକ: କଟକରେ ଚାଞ୍ଚଲ୍ୟ । ଦିନ ଦ୍ୱୀପହରରେ ପାର୍ଲର ଭିତରେ ପଶି ବିବାହିତା ମହିଳାଙ୍କୁ ଛୁରା ମାଡ଼। ଆହତ ମହିଳା ଜଣଙ୍କ ହେଇଛନ୍ତି ତେଲେଙ୍ଗା ବଜାର ଅଞ୍ଚଳରେ ସୁଚିତ୍ରା ଖଟୁଆ । ଦୁର୍ବୃତ୍ତ ଜଣକ ମୁଁହ ରେ ମାସ୍କ ପିନ୍ଧି ଥିବାରୁ ମହିଳା ଜଣକ ଦୁର୍ବୃତ୍ତଙ୍କୁ ଚିହ୍ନି ପାରି ନ ଥିଲେ । ତେବେ…

ପାକିସ୍ତାନୀ କହୁଛନ୍ତି ଯେ ଭାରତର ବିଭାଜନ ଏକ ବଡ ଭୁଲ୍ ଥିଲା

ନୂଆଦିଲ୍ଲୀ: ବର୍ତ୍ତମାନ ଦିଲ୍ଲୀରେ ସାରା ବିଶ୍ୱର ବିଶିଷ୍ଟ ନେତାମାନଙ୍କର ମେଳା ଲାଗିଛି । ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଭିନ୍ନ ଦେଶର ବଡ ନେତାମାନେ ଭାରତ ଆସିଛନ୍ତି। ଅନ୍ୟପକ୍ଷରେ, ଭାରତରେ ଜି -୨୦ର ବିଶାଳ ଆୟୋଜନକୁ ନେଇ ପାକିସ୍ତାନର ଲୋକମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ।…

ବିରୋଧୀଙ୍କୁ ଫାଇଭ ଟି କାମର ହିସାବ ଦେଲା ବିଜେଡି !

ଭୁବନେଶ୍ୱର: ଫାଇଭ ଟି ସଚିବଙ୍କୁ ନେଇ ବିରୋଧୀ, ସୌମ୍ୟ ଓ ବିଜେଡି ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି। ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଲଗାତର ଫାଇଭ ଟି ଉପରେ ଶାଣିତ ଆକ୍ରମଣ ସହ ବିରୋଧୀ ନେତାମାନେ ତାଙ୍କ ସାଥ ଦେବା ରାଜନୈତିକ ସ୍ଥିତିକୁ ଜଟିଳ କରିଛି। ଏଭଳି ସ୍ଥିତିରେ…

ଆ’ ଜହ୍ନରେ ଲେଖିବା ନାଁ: ଜହ୍ନ ରାଇଜରେ ଜାଗା କିଣି ପତ୍ନୀଙ୍କୁ ଉପହାର ଦେଲେ ପଶ୍ଚିମବଙ୍ଗର ଯୁବକ

"ଜହ୍ନ ରାଇଜରେ ଜାଗାଟେ କିଣିଛି...ତାରା ଫୁଲରେ ଘରଟେ କରିଛି ।" ସୁପରହିଟ୍ ଆଲବମର ଏହି ଗୀତ ଏବେ ବାସ୍ତବରେ ରୂପାନ୍ତରିତ ହୋଇଛି । ବିଜ୍ଞାନର ଅଗ୍ରଗତି, ବୈଜ୍ଞାନିକମାନଙ୍କ ନିରବଚ୍ଛିନ୍ନ ପ୍ରୟାସ ଓ ଆଧୁନିକ ଜ୍ଞାନ କୌଶଳ ବଳରେ ଆଜି ମଣିଷ ଚନ୍ଦ୍ରପୃଷ୍ଠରେ କେବଳ ପହଞ୍ଚି ନାହିଁ ସେଠାରେ ଜମି…

ଏମପିରେ ବିଜେପିକୁ କଂଗ୍ରେସ ଭରସା ! ଦଳୀୟ ବ୍ୟାନରରେ କଂଗ୍ରେସ ନେତାଙ୍କ ଫଟୋ

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି କଂଗ୍ରେସ ଲଢେଇ ଚରମ ସୀମାରେ ପହଂଚିଛି। ଉଭୟ ଦଳ ବିଭିନ୍ନ ମାଧ୍ୟମରେ ଲୋକଙ୍କ ସମର୍ଥନ ଯୋଗାଡ଼ କରିବାରେ ଲାଗି ପଡିଛନ୍ତି। ବିଜେପି ପକ୍ଷରୁ ଜନ ଆଶୀର୍ବାଦ ଯାତ୍ରା ଚାଲିଥିବା ବେଳେ କଂଗ୍ରେସ ମଧ୍ୟ ଜନ ଆକ୍ରୋଶ ଯାତ୍ରା ଆରମ୍ଭ…

ଘୋଷିରେ ହରାଇବା ପରେ ବିଜେପିକୁ ଅଖିଲେଶଙ୍କ ଜି ୨୦ ତୀର!

ଭୁବନେଶ୍ୱର: ଜି ଟ୍ୱେଣ୍ଟି ଶିଖର ସମ୍ମିଳନୀ ଚାଲିଥିବା ବେଳେ ଦେଶର ବିଭିନ୍ନ ରାଜ୍ୟର ଉପନିର୍ବାଚନ ଫଳାଫଳ ଆସିଛି। ସେଥିରେ ଏନଡିଏ ବିରୋଧରେ ଇଣ୍ଡିଆ ଭଲ ପ୍ରଦର୍ଶନ କରି ଚାରୋଟି ସିଟ ଜିତିବାରେ ସକ୍ଷମ ହୋଇଛି। ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଉତ୍ତରପ୍ରଦେଶର ପୂର୍ବତନ…