Latest Odisha News

BREAKING NEWS

ରୋହିତଙ୍କ ବିସ୍ଫୋରକ ବ୍ୟାଟିଂରେ ଆଫଗାନିସ୍ତାନ ଧରାଶାୟୀ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ କ୍ରିକେଟରେ ଭାରତର ବିଜୟ ଅଭିଯାନ ଜାରୀ ରହିଛି । ବୁଧବାର ଅନୁଷ୍ଠିତ ମୁକାବିଲାରେ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୮ ୱିକେଟରେ ଏକତରଫା ଭାବେ ଆଫଗାନିସ୍ତାନକୁ ପରାସ୍ତ କରିଛି । ପୂର୍ବରୁ ଅଷ୍ଟ୍ରେଲିଆକୁ ହରାଇ ଭାରତ ତାର ଅଭିଯାନ ଆରମ୍ଭ କରିଥିଲା ।…

କଲ୍କୀ ୨୮୯୮ର ଅମିତାଭଙ୍କ ଫାଷ୍ଟ ଲୁକ ଜାରୀ

ମୁମ୍ବାଇ: କଲ୍କୀ ୨୮୯୮ ଫିଲ୍ମକୁ ୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ ଭାବେ ବିବେଚନା କରାଯାଉଛି । ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କ ଫାଷ୍ଟଲୁକ ଆଜି ଜାରୀ କରାଯାଇଛି । ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଅବସରରେ ମେକର୍ସଙ୍କ ପକ୍ଷରୁ ଏହାକୁ ଜାରୀ କରାଯାଇଛି । ଏଥିରେ ଲେଖାଯାଇଛି ଆପଣଙ୍କ ଯାତ୍ରାର…

୮୧ ବର୍ଷରେ ବିଗ୍ ବି ; ରାତି ଅଧରେ ପ୍ରଶଂସକଙ୍କ ସହ ପାଳିଲେ ଜନ୍ମଦିନ

ମୁମ୍ବାଇ: ବଲିଉଡ଼ର ଖ୍ୟାତନାମା ଅଭିନେତା ଅମିତାଭ ବଚ୍ଚନ ବୁଧବାର ୮୧ ବର୍ଷରେ ପଦାର୍ପଣ କରିଛନ୍ତି । ବିଗ୍ ବିଙ୍କ ଜନ୍ମ ଦିନ ପାଳନ କରିବା ପାଇଁ ମଙ୍ଗଳବାର ମଧ୍ୟ ରାତ୍ରିରେ ଅସଂଖ୍ୟ ପ୍ରଶଂସକ ତାଙ୍କ ବାସଭବନ ‘ଜଲ୍‌ସା’ ବାହାରେ ଭିଡ଼ ଜମାଇଥିଲେ । ପରେ ବିଗ୍ ବିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।…

ମୋଟା ବ୍ୟକ୍ତିଙ୍କୁ କବାଟ ଭାଙ୍ଗି ନିଆଗଲା ଚିଡ଼ିଆଖାନା; ଜେବ୍ରା ଏକ୍ସ-ରେ ମେସିନ୍‌ରେ କରାଗଲା ଟେଷ୍ଟ୍‌

ପିଲା ହୁଅନ୍ତୁ ବା ଲୋକ ସମସ୍ତେ ଷ୍ଟ୍ରିଟ୍ ଫୁଡ଼୍ ଖାଇବାକୁ ଭଲ ପାଇଥାନ୍ତି । ଯେମିତି କି ରୋଲ, ଚାଓମିନ୍‌, ଚିକେନ୍ ପକଡ଼ାଠାରୁ ଆରମ୍ଭ କରି ଚିପ୍ସ ଓ ସ୍ୟାଣ୍ଡ୍‌ୱିଚ୍ ଆଦି ଖାଇବାକୁ ପସନ୍ଦ କରନ୍ତି । ଏପରି ଖାଦ୍ୟ ପ୍ରତି ଅଧିକାଂଶ ସଉକ ରଖିଥାନ୍ତି । କିନ୍ତୁ ଜଣେ ବ୍ୟକ୍ତି ଏହି ଖାଦ୍ୟ ଖାଇ…

ଏମିତି ଗଛ, ଯାହା ଦେଖିବାକୁ ଇନ୍ଦ୍ରଧନୁ ପରି

ଆଜିକାଲି ସୋସିଆଲ ମିଡ଼ିଆରେ ଆମେ ଅଜବ ଅଜବ ଭିଡ଼ିଓ ଦେଖିବାକୁ ପାଇଥାନ୍ତି । ଯାହାକୁ ଦେଖିଲେ ବି ବିଶ୍ୱାସ କରିବା ଅସମ୍ଭବ ହୋଇପଡ଼େ । ଏବେ ଠିକ୍ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟକର ହୋଇପଡ଼ିବ । ଏକ ଗଛ ଯାହା ଇନ୍ଦ୍ରଧନୁ ପରି ରଙ୍ଗରେ ସଜେଇ ହୋଇଛି ।…

ସାଇବର ଅପରାଧ ରୋକିବାକୁ ପ୍ରୟାସ, କର୍ମଶାଳା ଜରିଆରେ ଗୁଣୁପୁର ପୋଲିସର ସଚେଚନତା

ରାୟଗଡ଼ା: ଆଜି ଗୁଣୁପୁର ମହାବିଦ୍ୟାଳୟରେ ସାଇବର ଅପରାଧ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଇବର ଅପରାଧକୁ କିପରି ରୋକାଯାଇ ପାରିବ ତାଉପରେ ଉପସ୍ଥିତ କଲେଜ ଛାତ୍ରଛାତ୍ରୀଙ୍କୁ ବୁଝାଇ ଥିଲେ। ଅନ୍ୟମାନଙ୍କ…

ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଶେଷ ଦିନ, ବଡ଼ଦାଣ୍ଡରେ ବିଜେଡିର ବିରାଟ ଶୋଭାଯାତ୍ରା

ପୁରୀ: ବଡ଼ଦାଣ୍ଡରେ ବିଜେଡିର ବିଶାଳ ରୋଡ ଶୋ ଦେଖିବାକୁ ମିଳିଛି। ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଶେଷ ଦିନ। ଆଉ ଏହି ଜନସମ୍ପର୍କ ପଦଯାତ୍ରାରେ ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତିଙ୍କ ପାୱାର ଶୋ' ଦେଖିବାକୁ ମିଳିଛି। ପନ୍ଦର ହଜାରରୁ ଅଧିକ ଦଳୀୟ ନେତା ଓ କର୍ମୀଙ୍କୁ ନେଇ ନରେନ୍ଦ୍ର…

ଏମପିରେ ଆପ ନିର୍ବାଚନ ଲଢୁଛି, କିନ୍ତୁ କଂଗ୍ରେସ ପାଇଁ ପ୍ରଚାର କରୁଛି !

ଭୁବନେଶ୍ୱର: ଇଣ୍ଡିଆ ମେଣ୍ଟର ପ୍ରମୁଖ ସଦସ୍ୟ ହେଲେ ମଧ୍ୟ ଆମ ଆଦମୀ ପାର୍ଟି ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ଛତିଶଗଡ଼ରେ ସବୁ ଶକ୍ତି ଖଟାଇ ଲଢୁଛି। ଉଭୟ ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେ଼ଇ ହୁଏ। ତେଣୁ ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ କଂଗ୍ରେସ ବିଜେପିକୁ…

ସେଞ୍ଚୁରୀ ମାରିବାରେ ସଚିନଙ୍କୁ ପଛରେ ପକାଇଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଭାରତ ବନାମ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ବିଶ୍ବକପ ମ୍ୟାଚରେ ରୋହିତ ଶର୍ମା ତିନୋଟି ରେକର୍ଡ ସୃଷ୍ଟି କରିଛନ୍ତି। ଏହି ମ୍ୟାଚରେ ରୋହିତ ଶର୍ମା ଏକ ଚମତ୍କାର ଶତକ ହାସଲ କରିଛନ୍ତି। ରୋହିତ ମାତ୍ର ୬୩ ବଲରେ ଶତକ ହାସଲ କରିଛନ୍ତି। ଏହି ଶତକୀୟ ଇନିଂସ ସହିତ ରୋହିତ…

ପ୍ରାର୍ଥୀ ଘୋଷଣା ପରେ ବିଜେପିରେ ବିଦ୍ରୋହ,ବାଜି ମାରିନେବ କଂଗ୍ରେସ !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ ବିଜେପି ବହୁ ଆଗରୁ ପ୍ରାର୍ଥୀ ଘୋଷଣା କରିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଦଳ ବହୁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ନିର୍ବାଚନ ତାରିଖ ଘୋଷଣା ପରେ ମଧ୍ୟ ଆଉ କିଛି ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା…