ରାତିରେ ଟିକେଟ ଚେକିଂ ସହ ବିନା ଟିକେଟରେ ଯାଉଥିବା ମହିଳା ଯାତ୍ରୀଙ୍କୁ ଟ୍ରେନରୁ ଓହ୍ଲାଇପାରିବେନି ଟିଟିଇ
ନୂଆଦିଲ୍ଲୀ: ପ୍ରତିଦିନ ଲକ୍ଷାଧିକ ଲୋକ ଟ୍ରେନ ମାଧ୍ୟମରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରନ୍ତି | ଏଭଳି ପରିସ୍ଥିତିରେ ଦେଶ ମଧ୍ୟରେ ଅନେକ ଟ୍ରେନ୍ ଚଳାଚଳ କରୁଛି। ତେବେ ଯାତ୍ରା ସମୟରେ ଯାତ୍ରୀମାନେ ଯେଭଳି କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପାଇଁ ଭାରତୀୟ ରେଳବାଇ ଅନେକ…