ଲୋକଙ୍କ ସହ ମିଶି କେନାଲ ଖୋଳିଲେ, ଜବରଦଖଲକାରୀଙ୍କୁ ଖୋଲା ଚାଲେଞ୍ଜ ଦେଲେ ଅପରାଜିତା
ଭୁବନେଶ୍ୱର: କିଛି ଦିନ ତଳେ ଚନ୍ଦକା ନିକଟବର୍ତ୍ତୀ ଭଗତୀପୁର ଓ ଗିରିଙ୍ଗ ପୁଟ୍ଟ ଗ୍ରାମ ପରିଦର୍ଶନରେ ଯାଇ ସେଠାରେ ସାଧାରଣ ଚାଷୀଙ୍କ ଜମି ହଡପ ହୋଇଥିବା ଅଭିଯୋଗ ଆଣିଥିଲେ ସାଂସଦ ଅପରାଜିତା । ଏହି ଗରିବ ଚାଷୀଙ୍କ ଜମକୁ ହଡପ କରି ତାରବାଡ ବୁଲାଇ ରାସ୍ତା ଅବରୋଧ କରିବା ସହ ଜଳସେଚନ ପାଇଁ…