Latest Odisha News

BREAKING NEWS

ରିଲିଜ୍ ହେଲା ଭୁମି ପେଡନେକରଙ୍କ ଫିଲ୍ମ ‘ଥ୍ୟାଙ୍କୟୁ ଫର କମିଂ’ର ଟ୍ରେଲର

ମୁମ୍ବାଇ: ରିଲିଜ୍ ହେଲା ବଲିଉଡ଼ ଅଭିନେତ୍ରୀ ଭୁମି ପେଡନେକରଙ୍କ ଫିଲ୍ମ ‘ଥ୍ୟାଙ୍କୟୁ ଫର କମିଂ’ର ଟ୍ରେଲର । ଏହି ଟ୍ରେଲରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି । ଟ୍ରେଲରକୁ ଦେଖିବା ପରେ ପ୍ରଶଂସକମାନେ ଫିଲ୍ମ ଦେଖିବାକୁ ଉତ୍ସାହିତ ହୋଇ ପଡ଼ିଛନ୍ତି । ଏହି ଫିଲ୍ମରେ ଭୁମି ପେଡନେକର, ଶାହନାଜ ଗିଲ,…

ଛେଳି ପାଇଁ ଟ୍ରେନ ଟିକେଟ କାଟି ଚର୍ଚ୍ଚାରେ ବୃଦ୍ଧା

ରାଂଚୀ: ଭାରତରେ ଟ୍ରେନ ଟିକେଟ ନ କାଟି ଯାତ୍ରା କରିବା କିଛି ବଡ କଥା ନୁହେଁ । ତେବେ ରାଂଚୀରେ ଏପରି ଏକ ଘଟଣା ଘଟିଛି, ଯାହାକି ସମସ୍ତଙ୍କୁ ଚକିତ କରିବା ସହ ବୃଦ୍ଧାଙ୍କ ସଚ୍ଚୋଟତାକୁ ପ୍ରଶଂସା କରାଯାଉଛି । ଘଟଣାଟି ଏହି ପରି....ରାଚୀରେ ଏକ ଚଳନ୍ତା ଟ୍ରେନରେ ଟିଟିଇ ଛେଳି ସହିତ ଛିଡା…

କ୍ରିକେଟ୍ ଜଗତର ଭଗବାନ ସଚିନ୍ ତେନ୍ଦୁଲକର ଅଲ୍କାରାଜଙ୍କ ଖେଳକୁ ପ୍ରଶଂସା କରି କହିଲେ ଏମିତି

ନୁଆଦିଲ୍ଳୀ: ଗଡ୍ ଅଫ୍ ଦି କ୍ରିକେଟ୍ ଭାବରେ ଜଣାଶୁଣା ସଚିନ୍ ତେନ୍ଦୁଲକର ନୂତନ ୱିମ୍ବଲଡନ୍ ବିଜେତା କାର୍ଲୋସ୍ ଅଲ୍କାରାଜଙ୍କ ଖେଳକୁ ସାବାସି ଦେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ତେନ୍ଦୁଲକର ଅଲ୍କାରାଜଙ୍କୁ ବେଶ୍ ପ୍ରଶଂସା କରିବା ସହିତ ଶୁଭେଛା ଜଣାଇଥିଲେ ।…

ପୁରୀ-କୋଣାର୍କ ବେଳାଭୂମି ରାସ୍ତାର ବେଲଦଳଠାରେ ପାଳିତ ହେବ ବିଜୟ ଉତ୍ସବ

ପୁରୀ: ଆସନ୍ତା ୯ତାରିଖରେ ପୁରୀ କୋଣାର୍କ ବେଳାଭୂମି ରାସ୍ତାର ବେଲଦଳଠାରେ ପାଳିତ ହେବ ବିଜୟ ଉତ୍ସବ। ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ପରବର୍ତ୍ତୀ ପଦକ୍ଷେପ କଣ ହେବ ତା ଉପରେ ଦୃଷ୍ଟି ନିକ୍ଷେପ କରିବେ ସୁପ୍ରିମକୋର୍ଟର ଆଇନଜୀବୀ ପ୍ରଶାନ୍ତ ଭୂଷଣ। ବିଶ୍ୱବିଦ୍ୟାଳୟ ଯଦି ସେହି…

ଏହି ମାସ ୨୫ରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି-ରାଘବ

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା । ଆସନ୍ତା ୨୫ ତାରିଖରେ ଉଭୟ ବିବାହ କରିବେ ବୋଲି କୁହାଯାଉଛି । ସୋମନଙ୍କ ବିବାହ କାର୍ଡ଼ ମଧ୍ୟ ଛପା ହୋଇସାରିଥିବା ବେଳେ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି ।…

ବ୍ରିଜ ତଳୁ ରକ୍ତାକ୍ତ ମୃତଦେହ ଠାବ ଘଟଣା, ମିଳିଲା ମହିଳାଙ୍କ ପରିଚୟ

ବରଗଡ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କଲା ଭଟଲି ଥାନା ପୋଲିସ। ଭଟଲି ବ୍ଲକ ଅନ୍ତର୍ଗତ ଭଡିଗାଁ ଜିରା ନଦୀ ବ୍ରିଜ ତଳୁ ଆଜି ସକାଳ ଭୋର ସମୟରେ ଜଣେ ୪୫ ବର୍ଷୀୟା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କ ଭିଡ ଜମିଥିବା ବେଳେ…

ଗୁୁରୁ ଦିବସରେ ଛାତ୍ରଙ୍କ ଥଟ୍ଟା ମହଙ୍ଗା ପଡ଼ିଲା, ଶିକ୍ଷକ ରାଗିଯାଇ ଛେଚି ପକାଇଲେ

ବିହାର: ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ବାର୍ଷିକୀକୁ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ଗୁରୁ ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଶିକ୍ଷକମାନଙ୍କୁ ପୂଜାର୍ଚ୍ଚନା କରିବା ସହ ବିଶେଷ ଉପହାର ଦେଇଥାନ୍ତି । କିନ୍ତୁ…

ବ୍ୟାଟେରୀ ଇନ୍ଧନ ସଂରକ୍ଷଣ ପ୍ରଣାଳୀ ଯୋଜନାର ଶୁଭାରମ୍ଭ କଲେ ସରକାର

ନୂଆଦିଲ୍ଲୀ: ବ୍ୟାଟେରୀ ଇନ୍ଧନ ସଂରକ୍ଷଣ ପ୍ରଣାଳୀ (ବିଇଏସଏସ)ର ବିକାଶ ପାଇଁ ସାଧନଯୋଗ୍ୟ ଶୂନ୍ୟସ୍ଥାନ ପାଣ୍ଠି ନାମକ ଯୋଜନାକୁ ମିଳିଲା କ୍ୟାବିନେଟ୍ ଅନୁମୋଦନ ।  ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦେଶକୁ ସକ୍ରିୟ କରିବା ପାଇଁ ବିଇଏସ୍ଏସ୍ ଯୋଜନା ଶୁଭାରମ୍ଭ କଲେ ସରକାର । ଏହି ଯୋଜନା ଅଧୀନରେ…

ମ୍ୟାଚ ଫିକ୍ସିଂ ଅଭିଯୋଗରେ ଗିରଫ ହେଲେ ଶ୍ରୀଲଙ୍କା କ୍ରିକେଟର ସଚିତ୍ର ସେନାନାୟକ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବ ଅଫ ସ୍ପିନର ସଚିତ୍ର ସେନାନାୟକ ମ୍ୟାଚ ଫିକ୍ସିଂ ଅଭିଯୋଗରେ ଗିରଫ ହୋଇଛନ୍ତି । ଶ୍ରୀଲଙ୍କା ପ୍ରିମିୟର ଲିଗର ୨୦୨୦ ସଂସ୍କରଣରେ ସେ ଦୁଇ ଜଣ ଖେଳାଳିଙ୍କୁ ଫିକ୍ସିଂ କରିବା ପାଇଁ ରାଜି କରାଇଥିଲେ । ସେ ଲିଗରେ ଖେଳୁ ନ ଥିଲେ ମଧ୍ୟ ଦୁବାଇରେ ରହି ଉପରୋକ୍ତ ଖେଳାଳିଙ୍କ…

ପବିତ୍ର ଜନ୍ମାଷ୍ଟମୀ: ଉତ୍ସବମୁଖର ରାଜ୍ୟର କୋଣ ଅନୁକୋଣ

ଯାଜପୁର: ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଉତ୍ସବ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଜନ୍ମ ନେବେ ଶ୍ରୀକୃଷ୍ଣ ଭଗବାନ । ଏନେଇ ସବୁଠି ଉତ୍ସାହ ଉଲ୍ଲାସ । କୃଷ୍ଣ ପ୍ରେମରେ ଭିଜିଛନ୍ତି ଭକ୍ତ । ସବୁଠି ସ୍ବତନ୍ତ୍ର ପ୍ରସ୍ତୁତି ସହ ଚାଲିଛି ପୂଜାର୍ଚ୍ଚନା । ପ୍ରଭୁ ଶ୍ରୀକୃଷ୍ଣଙ୍କ…