ଏଲପିଜି ପରେ କମିବ ପେଟ୍ରୋଲ, ଡିଜେଲ ଦର: ଜାଣନ୍ତୁ କେତେ କମିବ
ନୂଆଦିଲ୍ଲୀ: କମିବ ଡିଜେଲ ପେଟ୍ରୋଲ ଦର । ଏଲପିଜି ପରେ ଏବେ କମିବ ପେଟ୍ରୋଲ ଡିଜେଲ ଦର କମାଇ ପାରନ୍ତି ସରକାର । ଦରଦାମ ବୃ୍ଦ୍ଧି ନେଇ ଲୋକେ ଅତିଷ୍ଠ ହୋଇ ପଡିଥିବାବେଳେ ସରକାର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦରଦାମ ହ୍ରାସ କରିବା ମୁଡରେ ଅଛନ୍ତି ଯାହା ଖାଉଟିଙ୍କୁ ଆଶ୍ୱସ୍ତ କରିବ ।…