ଭାରତ-ଚୀନ ବିବାଦ ଭିତରେ ତିନି ବର୍ଷ ପରେ ବେଜିଂରେ ବସିଲା WMCCର ପ୍ରଥମ ବୈଠକ
ନୂଆଦିଲ୍ଲୀ: ଚୀନ ସୀମାରେଖାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବୁଧବାର ବେଜିଂରେ ଭାରତ ଏବଂ ଚୀନ୍ ଏକ ବୈଠକ କରିଛନ୍ତି। ଦୁଇ ଦେଶର ସୀମା ପ୍ରସଙ୍ଗରେ ବିଚାର ବିମର୍ଶ ଏବଂ ସମନ୍ବୟର କାର୍ଯ୍ୟକାରୀ ତନ୍ତ୍ର (WMCC)ର ୨୬ ତମ ବୈଠକ ଅନୁଷ୍ଠିତ ହୋଇଛି। ଖୁବ ଶୀଘ୍ର ୧୮ ତମ ସିନିୟର କମାଣ୍ଡରଙ୍କ ଏକ…