ରକ୍ତହୀନତା ସାଙ୍ଗକୁ କୋଷ୍ଠକାଠିନ୍ୟ ଦୂର କରିଥାଏ ପୋଟଳ ! ଜାଣନ୍ତୁ ସ୍ୱାସ୍ଥ୍ୟ ପ୍ରତି କେତେ ଫଳପ୍ରଦ ..
ଦିଲ୍ଲୀ : ପୋଟଳ ଏକ ଭଲ ପରିବା, ଯାହାକି ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଲାଭପ୍ରଦ। ପୋଟଳରେ ଭିଟାମିନ୍ ଏ,ବି ଓ୍ଵାନ୍,ବି ଟୁ ଏବଂ ଭିଟାମିନ୍ ସି ଆଦି ବହୁଳ ମାତ୍ରାରେ ରହିଛି । ଏହା ଆମ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇ ରୋଗ ଦାଉରୁ ଲଢିବାରେ ସାହାଯ୍ୟ କରିଥାଏ। ଏଥିସହିତ ଏଥିରେ ଆଣ୍ଟି…