ପୋଷ୍ଟର ୱାର: ମୋଦିଙ୍କୁ ‘ବଡ଼ ମିଛୁଆ’ କହିଲା କଂଗ୍ରେସ, ରାହୁଲଙ୍କୁ ‘ରାବଣ’ ସଜାଇଲା ବିଜେପି
ନୂଆଦିଲ୍ଲୀ: ଆସୁଛି ନିର୍ବାଚନ। ସଜବାଜ ହେଉଛନ୍ତି ସମସ୍ତ ଦଳର ନେତା। ୨୦୨୪ ବିଧାନସଭା ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି, ଶାସକ-ବିରୋଧୀ ଦଳ ମଧ୍ୟରେ ପୋଷ୍ଟର ୱାର ବଢିଚାଲିଛି। ବର୍ତ୍ତମାନ କଂଗ୍ରେସ ଓ ବିଜେପି ମଧ୍ୟରେ ପୋଷ୍ଟରକୁ ନେଇ ରାଜନୈତିକ ଝଡ଼। ଉଭୟ ଦଳ ଭିତରେ ଚାଲିଛି ରାଜନୈତିକ…