Latest Odisha News

BREAKING NEWS

ଚାଉଳ ରାଜନୀତିର ହେବ କି ଅନ୍ତ ?

ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ରାଜ୍ୟ ରାଜନୀତିରେ ଚାଉଳ ଏକ ବିଶେଷ ରାଜନୈତିକ ପ୍ରସଙ୍ଗ ହୋଇ ରହି ଆସିଛି। ଲୋକଙ୍କୁ ଦୁଇ ଟଙ୍କିଆ ଚାଉଳ ଦେବା କିମ୍ବା ଚାଉଳ ଦେବାର ଶ୍ରେୟ ନେବା ପ୍ରସଙ୍ଗ ହେଉ ଏହାକୁ ନେଇ ବିଜେଡି ବିଜେପି ମଧ୍ୟରେ ଲଢେଇ ସବୁବେଳେ ହୁଏ। ଏପରିକି ନିର୍ବାଚନ ଆସିଲେ ଚାଉଳକୁ ନେଇ…

ଚେତନଙ୍କ ଇସ୍ତଫା ପରେ ଚୟନ କମିଟି ଚେୟାରମ୍ୟାନ ଦୌଡରେ ଓଡିଶାର ଶିବସୁନ୍ଦର

ଭୁବନେଶ୍ୱର: ଷ୍ଟିଙ୍ଗ ଅପରେଶନ ପରେ ବିସିସିଆଇ ଚୟନ କମିଟି ଚେୟାରମ୍ୟାନ ପଦରୁ ଚେତନ ଶର୍ମା ଇସ୍ତଫା ଦେଇଛନ୍ତି । ଖାଲି ପଡିଥିବା ଏହି ସ୍ଥାନ ପାଇଁ ଏବେ ଉପଯୁକ୍ତ ପ୍ରାର୍ଥୀ ଖୋଜା ଚାଲିଛି । ରିପୋର୍ଟ ମୁତାବକ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ତଥା ଓଡିଶାର ପ୍ରତିଷ୍ଠିତ ଖେଳାଳି ଶିବ…

ଏମସିଡି ମେୟର ନିର୍ବାଚନ: ୨୪ ଘଂଟା ମଧ୍ୟରେ ବିଜ୍ଞପ୍ତି ଜାରି କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏମସିଡି ମେୟର ନିର୍ବାଚନ ଏବଂ ବୈଠକ ପାଇଁ ୨୪ ଘଂଟା ମଧ୍ୟରେ ବିଜ୍ଞପ୍ତି ଜାରି କରିବାକୁ ମାନ୍ୟବର ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ମନୋନୀତ ସଦସ୍ୟମାନେ ଭୋଟ ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହି ଶୁଣାଣି ନେଇ ବିଜେପିକୁ ଝଟକା…

ଅଭିନେତ୍ରୀ ନତାଶାଙ୍କ ବ୍ରାଇଡାଲ ଗାଉନ୍‌ରେ ଲାଗିଥିଲା ମୂଲ୍ୟମାନ ପଥର ଓ ପ୍ରିଷ୍ଟାଇନ ମୋତି

ମୁମ୍ବାଇ: ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଭାଲେଣ୍ଟାଇନ୍ସ୍ ଡେ’ରେ ପୁଣିଥରେ ବିବାହ କରି ଚର୍ଚ୍ଚାରେ ଅଛନ୍ତିି । ରାଜସ୍ଥାନ ଉଦୟପୁରରେ ଖ୍ରୀଷ୍ଟିୟାନ ରୀତିନୀତିରେ ଉଭୟଙ୍କ ବିବାହ ଧୁମ୍‌ଧାମରେ ଆୟୋଜିତ ହୋଇଥିଲା । ନତାଶା ୧୫ ଫୁଟ ଲମ୍ବା ଧଳା ରଙ୍ଗର…

ଠକେଇ ପାଇଁ ବାରମ୍ବାର ବଦଳାଉଥିଲା ପରିଚୟ, ଚଳାଉଥିଲା ଯାତ୍ରା ପାର୍ଟି

ଭୁବନେଶ୍ୱର: କେତେବେଳେ ପୋଲିସ ତ ଆଉ କେବେ ଡାକ୍ତର ? ଭେକ ବଦଳାଇ ଏହି ଠକ ୪୨୦ ଠକୁଥିଲା । ଶେଷରେ ଚାକିରି ଯୋଗାଇ ଦେବା ନାଁରେ ଠକେଇ ଅଭିଯୋଗରେ ଅଭିଯୁକ୍ତ ହାତରେ ହାତକଡ଼ି ପଡ଼ିଛି । ପାହାଳ ଥାନା ପୋଲିସ ଅଭିଯୁକ୍ତ ରଞ୍ଜନ ନାୟକକୁ ଗିରଫ କରିବା ସହ ଅନେକ ଖୁଲାସା କରିଛି । ଅଭିଯୁକ୍ତ…

ପ୍ରେମ ଓ ପ୍ରତିଶୋଧର ସସ୍ପେନ୍ସକୁ ନେଇ ନୂଆ ଓଡିଆ ଫିଲ୍ମ ‘ବନ୍ଦିନୀ’

ଭୁବନେଶ୍ୱର : ଚିରାଚରିତ ପ୍ରେମ କାହାଣୀଠାରୁ ଭିନ୍ନ ଏକ ପ୍ରେମ ଓ ପ୍ରତିଶୋଧର ସସ୍ପେନ୍ସ କାହାଣୀକୁ ନେଇ ନିର୍ମାଣ ହୋଇଛି ଓଡ଼ିଆ ଫିଲ୍ମ ‘ବନ୍ଦିନୀ’ । ଏସପିପି ପ୍ରଡକ୍‌ଶନ୍ ହାଉସ୍‌ରେ ନିର୍ମିତ ଏହି ଫିଲ୍ମରେ ଅଭିନେତା ମଣ୍ଟୁ ନାୟକ ଥିବା ବେଳେ ନାୟିକା ରିୟା ଅଛନ୍ତି । କ୍ଷୀରୋଦ ପଟ୍ଟନାୟକ…

ଫିଲ୍ମ ପ୍ରମୋସନ ପାଇଁ ମେଟ୍ରୋ ଟ୍ରେନ୍‌ରେ ଅକ୍ଷୟ ଓ ଇମ୍ରାନ୍ ହାସ୍‌ମୀ

ମୁମ୍ବାଇ: ବଲିଉଡର ଖିଲାଡି ଅକ୍ଷୟ କୁମାର ଏବଂ ଇମ୍ରାନ୍ ହାସ୍‌ମୀ ସେମାନଙ୍କର ଆଗାମୀ ଫିଲ୍ମ ‘ସେଲଫି' ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ଫେବୃଆରୀ ୨୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ରାଜ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ‘ସେଲଫି' । ଫିଲ୍ମର ଦ୍ୱିତୀୟ ଟ୍ରେଲର ରିଲିଜ ହୋଇଛି ।…

ସନ୍ତୋଷ ଟ୍ରଫି: ସେମିଫାଇନାଲ ଦୌଡରୁ ବାଦ ପଡିଲା ଓଡିଶା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଓଡିଶା ପରାଜିତ ହୋଇ ସେମି ଫାଇନାଲ ଦୌଡରୁ ବାଦ ପଡିଛି । ଗ୍ରୁପ ଏର ମୁକାବିଲାରେ ଓଡିଶା ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ କେରଳଠାରୁ ୧-୦ ଗୋଲରେ ହାରି ଯାଇଥିଲା । ୧୬ତମ…

ଆଇପିଏଲ ୨୦୨୩ ସଂସ୍କରଣର କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ ୧୬ତମ ସଂସ୍କରଣର କାର୍ଯ୍ୟସୂଚୀ ଆଜି ଘୋଷଣା କରାଯାଇଛି । ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମାର୍ଚ୍ଚ ୩୧ରେ ପ୍ରଥମ ମ୍ୟାଚ ଖେଳାଯିବ । ମେ ୨୮ରେ ଫାଇନାଲ ମ୍ୟାଚ ଆୟୋଜିତ ହେବ । ଟୁର୍ଣ୍ଣାମେଂଟରେ ୧୮ଥର ଡବଲ ହେଡର ମୁକାବିଲା…

ପତି ୨୯କୁ ପତ୍ନୀ ୨୩ : ବୟସ ନୁହେଁ, ଉଭୟ ଏତେଥର କରିଛନ୍ତି ବିବାହ

ବିବାହ ଏକ ପବିତ୍ର ବନ୍ଧନ । ଏହାକୁ ସାତ ଜନ୍ମର ସମ୍ପର୍କ ବୋଲି କୁହାଯାଏ । ତଥାପି ଆଜିକାଲି ଅଧିକାଂଶ ଲୋକେ ଏକାଧିକ ଥର ବିବାହ କରିଥିବା ଘଟଣା ନଜରକୁ ଆସେ । ଏମିତି ଜଣେ ଦମ୍ପତିଙ୍କ ବିଷୟରେ ଆଜି ଆମେ ଚର୍ଚ୍ଚା କରିବା, ଯିଏ ସେମାନଙ୍କ ବିବାହକୁ ନେଇ ସବୁଠି ଚର୍ଚ୍ଚିତ । ଚର୍ଚ୍ଚାର କାରଣ…