Latest Odisha News

BREAKING NEWS

କନ୍ୟାଯାତ୍ରୀଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ; ୩ ମୃତ, ୧୨ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ମୃତକମାନେ ହେଲେ ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ କେଶବ ନଗରର ସ୍ୱପ୍ନା ରେଡ଼ି(୨୨), ସଞ୍ଜୁ ରେଡ଼ି(୨୩)…

ମଧୁମେହ ରୋଗୀ ଅମୃତଭଣ୍ଡା ଖାଇ ପାରିବେ କି ନାହିଁ ଆସନ୍ତୁ ଜାଣିବା….

ଅମୃତଭଣ୍ଡାରେ ଭରି ରହିଛି ଆଣ୍ଟି ଅକ୍ସିଡାଣ୍ଟ ଗୁଣ । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଅମୃତଭଣ୍ଡାରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ୬୦ ରହିଛି । ଏହା ସୁଗର ବୃଦ୍ଧି ନ କରିବାରେ ସହାୟକ ହୋଇଥାଏ। ସବୁଠୁ ବଡ଼ କଥା ହେଉଛି ଅମୃତଭଣ୍ଡା ମଧୁମେହ ରୋଗୀ ଖାଇ ପାରିବେ ।…

ଖୋର୍ଦ୍ଧା ରୋଡ଼-ବାରଙ୍ଗ ତୃତୀୟ ରେଳ ଲାଇନ୍ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ ହେବ

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ ଏବଂ ବାରଙ୍ଗ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟ ଶୀଘ୍ର ଶେଷ ହେବାକୁ ଯାଉଛି। ମଞ୍ଚେଶ୍ୱର ଏବଂ ବାଣୀବିହାର ରେଳ ଷ୍ଟେସନ ମଧ୍ୟରେ ଥିବା ପୁରୁଣା ରୋଡ୍ ଓଭର ବ୍ରିଜ୍ (ଆରଓବି) ଭଙ୍ଗାଯିବା ସହିତ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ପୁରୁଣା ଆରଓବିକୁ ଭାଙ୍ଗିବା ପାଇଁ…

ମୃତ ପତ୍ନୀଙ୍କୁ କାନ୍ଧରେ ବୋହିବା ଘଟଣା, ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲେ ଏନଏଚଆରସି

ଭୁବନେଶ୍ୱର: ଗତ ସପ୍ତାହରେ କୋରାପୁଟ ଜିଲ୍ଲାର ଜଣେ ପ୍ରବାସୀ ଶ୍ରମିକ ତାଙ୍କ ମୃତ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ୩୩ କିଲୋମିଟର ଚାଲିଥିଲେ। ଏହି ଘଟଣାରେ ଓଡ଼ିଶା ସରକାର କ'ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସେ ନେଇ ଏକ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିସନ (ଏନଏଚଆରସି)। ଆଇନଜୀବୀ…

ଶୁଭେନ୍ଦୁ ଅଧିକାରୀଙ୍କୁ ବିଧାନସଭାରୁ ନିଲମ୍ବିତ ହେବାରୁ ରକ୍ଷା କଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭାରେ ​​ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସୋମବାର  ନିଲମ୍ବନ ହେବାରୁ ରକ୍ଷା କରିଛନ୍ତି। ମମତା ବାନାର୍ଜୀ ବିଧାନସଭା ବାଚସ୍ପତି ବିମନ୍ ବାନାର୍ଜୀଙ୍କ ନିକଟରେ କ୍ଷମା ମାଗିବା ପରେ ଶୁଭେନ୍ଦୁ ଅଧିକାରୀଙ୍କୁ ନିଲମ୍ବିତ…

ବିଜେପିକୁ ଅନ୍ୟ ଦଳ ତୁଳନାରେ ଢ଼େର ଅଧିକ ଚାନ୍ଦା ମିଳିଛି: ଏଡିଆର ରିପୋର୍ଟ

ନୂଆଦିଲ୍ଲୀ: ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର)ର ଏକ ରିପୋର୍ଟ ଅନୁଯାୟୀ, ଗତବର୍ଷ ଭାରତୀୟ ଜନତା ପାର୍ଟି (ବିଜେପି)କୁ ୬୧୪.୬ କୋଟି ଟଙ୍କାର ଚାନ୍ଦା ମିଳିଥିବା ବେଳେ କଂଗ୍ରେସକୁ ମିଳିଛି ୯୫.୪ କୋଟି ଟଙ୍କା। ମଙ୍ଗଳବାର ଏହି ରିପୋର୍ଟ ପ୍ରକାଶ ପାଇଛି। ଗତ ଆର୍ଥିକ ବର୍ଷରେ…

ଆଦାନୀ ପ୍ରସଙ୍ଗରେ ଶାହଙ୍କ ବୟାନ ପରେ ଜେପିସି ତଦନ୍ତ କଥା କହି ଘେରିଲେ ଜୟରାମ ରମେଶ

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟ ପରେ ବଜାରରେ ଅସ୍ଥିରତା ଦେଖାଦେବା ସହିତ ରାଜନୈତିକ ବୟାନବାଜି ମଧ୍ୟ ତେଜିବାରେ ଲାଗିଛି।ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସୁପ୍ରିମକୋର୍ଟ ଏହି ମାମଲାକୁ ଗ୍ରହଣ କରିଥିବାରୁ ଏହା ଉପରେ ମନ୍ତବ୍ୟ ଦେବା ତାଙ୍କ ପାଇଁ ଠିକ୍ ହେବ…

ବିବିସି ଦୁନିଆର ସବୁଠୁ ବଡ଼ ଦୁର୍ନୀତିଗ୍ରସ୍ତ ସଂସ୍ଥା: ବିଜେପି

ନୂଆଦିଲ୍ଲୀ: ଆୟକର ବିଭାଗ (ଆଇଟି) ଟିମ୍ ମଙ୍ଗଳବାର ସକାଳ ୧୧ ଟାରୁ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍ ବା ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟ ଉପରେ  ଘଣ୍ଟା ଘଣ୍ଟା ଧରି ସର୍ଭେ କରିଛି। ଅନ୍ତର୍ଜାତୀୟ ଟ୍ୟାକ୍ସରେ ଅନିୟମିତତା ଅଭିଯୋଗ ସମ୍ପର୍କରେ ଏହି ସର୍ଭେ କରାଯାଉଛି। ସେପଟେ…

ଆତଙ୍କବାଦୀ ରେହମାନ ୭ ବର୍ଷ ୫ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ

ନୂଆଦିଲ୍ଲୀ: କଟକରୁ ଗିରଫ ହୋଇଥିବା ମହମ୍ମଦ ଅବଦୁର ରେହମାନ ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ସହ ଲିଙ୍କ୍ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ତାକୁ ଏବେ ସଜା ଶୁଣାଯାଇଛି। ମଙ୍ଗଳବାର ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ରେହମାନକୁ  ୭ ବର୍ଷ ୫ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…

୧୪୭ଟି ହସ୍ପିଟାଲର ଉନ୍ନତିକରଣ କରାଯିବ: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର: ୫-ଟି ଅଧୀନରେ ରାଜ୍ୟ ସରକାର ଏବେ ହସ୍ପିଟାଲର ଭିତ୍ତିଭୂମୀ ସଜାଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି। 'ଆମ ହସ୍ପିଟାଲ' କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ମୋଟ ୧୪୭ଟି ହସ୍ପିଟାଲର ଉନ୍ନତିକରଣ କରାଯିବ। ଯେଉଁଥିପାଇଁ ୭୫୦ କୋଟି ଟଙ୍କା ଆବଣ୍ଟନ କରାଯିବ ବୋଲି ମଙ୍ଗଳବାର ସ୍ୱାସ୍ଥ୍ୟ ସଚିବ…