ଭୁବନେଶ୍ୱରରୁ ଉତକେଲା ବିମାନ ବନ୍ଦର ପରୀକ୍ଷାମୂଳକ ଉଡାଣ ସଫଳ, ୩୧ରେ ଉଦଘାଟନ
କଳାହାଣ୍ଡି: କଳାହାଣ୍ଡିର ଉତକେଲା ବିମାନ ବନ୍ଦରକୁ ଡିଜିସିଏର ମଞ୍ଜୁରୀ ମିଳିବା ପରେ ଆସନ୍ତା ଅଗଷ୍ଟ ୩୧ ତାରିଖରେ ଭୁବନେଶ୍ୱର-କଳାହାଣ୍ଡି ସେକ୍ଟରରୁ ଉଡ଼ାଣ ଭରିବା ପୂର୍ବରୁ ମଙ୍ଗଳବାର ଇଣ୍ଡିଆଓ୍ୱାନ (IndiaOne) ଏୟାରକ୍ରାଫ୍ଟ ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିଛି।
ଭୁବନେଶ୍ୱର ବିଜୁ ପଟ୍ଟନାୟକ…