ଭାଷା ଭାଗବତ : ସମନ୍ବୟୀ ଭାଷା
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଆମ ଭାଷାର ବହୁ ରୂପ
କିଛି ବି ହେବନି ବିଲୋପ
ଭାଷା ଯେହେତୁ ମହାରଣ୍ୟ
ସଭିଂକୁ ମିଳେ ସେଠି ସ୍ଥାନ
ଗଛ, ବୁଦା ଓ ଘାସ, ତୃଣ
ବନରେ ସଭିଂକ ଆସ୍ଥାନ
ସଭିଏଁ ରହିଲେ ଜୀବଂତ
ଅରଣ୍ୟ ହୁଏ ପ୍ରାଣବଂତ
ସ୍ବଭାଷା ନୁହେ ଗୃହୋଦ୍ୟାନ…