ବରକୁ ସିଗାରେଟ୍ ପିଆଇ ସ୍ୱାଗତ କଲେ ଶାଶୁ ଶ୍ୱଶୁର
ବିଭିନ୍ନ ସମ୍ପ୍ରଦାୟରେ ବିବାହ ପରମ୍ପରା ଭିନ୍ନ ଭିନ୍ନ ହୋଇଥାଏ । କେଉଁଠି ବିବାହ ସମୟରେ ବରକୁ ପୂଜାର୍ଚ୍ଚନା କରି ସ୍ୱାଗତ କରାଯାଉଥିବା ବେଳେ ଆଉ କେଉଁଠି ମିଠା ଖୁଆଇ ସ୍ୱାଗତ କରାଯାଇଥାଏ । କିନ୍ତୁ ବରକୁ ସିଗାରେଟ୍ ପିଆଇ ସ୍ୱାଗତ କରିବା କେବେ ଜାଣିଛନ୍ତି କି ? ତାହା ପୁଣି ସିଗାରେଟ୍…